ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟରେ ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

May 11, 2019, ରାଜନୀତି, , Bhagyaprabha News Bureau
ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟରେ ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର
Bhagyaprabha News Bureau
May 11, 2019

ଗତକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇସାରିଛି । ଏହି ପର୍ଯ୍ୟାୟରେ ଭୋଟର ମେନକା ଗାନ୍ଧୀ, ଅଖଳେଶ ଯାଦବ, ଦିଗବିଜୟ ସିଂ,ସ୍ୱାଧୀ ପ୍ରଜ୍ଞା ଠାକୁରଙ୍କ ସମେତ ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପାର୍ଥୀ ମାନଙ୍କ ମଧ୍ୟରୁ ୩୩୫ଜଣଙ୍କ ନାମରେ ଅପରାଧିକ ମାମଲା ରହିଥିବାବେଳେ ୩୧୧ ଜ କୋଟିପତି ଅଛନ୍ତି । ସବୁଠାରୁ ଧନୀ ପାର୍ଥୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କ ସମ୍ପତ୍ତି ପରିମାଣ ୩ ଶହ ୭୪ କୋଟିରୁ ଅଧିକ ରହିଛି। ସେହିପରି ଏହି ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା କ୍ରିକେଟର ଗୌତମ ଗମ୍ଭୀରଙ୍କ ସମ୍ପତ୍ତି ପରିମାଣ ଶହେ ୪୭ କୋଟି ବୋଲି ଜଣାପଡ଼ିଛି । ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ପରିମାଣ ୩.୪୧ କୋଟି ରହିଛି । ଆସନ୍ତାକାଲି ୭ ରାଜ୍ୟର ୫୯ ଲୋକ ସଭା ଆସନ ପାଇଁ ମତଦାନ କରାଯିବ । ସେଗୁଡିକହେଲା-


ଉତ୍ତରପ୍ରଦେଶ-୧୪,


ହରିଆଣା- ୧୦,


ବିହାର-୮


ମଧ୍ୟପ୍ରଦେଶ- ୮


ପଶ୍ଚିମବଙ୍ଗ- ୮


ଦିଲ୍ଲୀ-୭


ଝାଡ଼ଖଣ୍ଡ- ୪





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପୁଣି ଘୁଞ୍ଚିଲା ଅଯୋଧ୍ୟା-ବାବ୍ରି ମସଜିଦ୍‌ ବିବାଦ ମାମଲାର ଶୁଣାଣି - ସୁପ୍ରିମକୋର୍ଟ

ପୁଣି ଘୁଞ୍ଚିଲା ଅଯୋଧ୍ୟା-ବାବ୍ରି ମସଜିଦ୍‌ ବିବାଦ ମାମଲାର ଶୁଣାଣି - ସୁପ୍ରିମକୋର୍ଟ

Read More...

ଦୋକାନ ଶିଡ଼ି ବାଡ଼ରେ ଯୁବକର ଝୁଲନ୍ତା ଶବ

ଦୋକାନ ଶିଡ଼ି ବାଡ଼ରେ ଯୁବକର ଝୁଲନ୍ତା ଶବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: