ଓଲଟିଲା ଶରଣାର୍ଥୀଙ୍କ ଡଙ୍ଗା , ୬୫ରୁ ଊର୍ଦ୍ଧ୍ୱ ମୃତ

May 11, 2019, ଦେଶଦୁନିଆ, , Bhagyaprabha News Bureau
ଓଲଟିଲା ଶରଣାର୍ଥୀଙ୍କ ଡଙ୍ଗା , ୬୫ରୁ ଊର୍ଦ୍ଧ୍ୱ ମୃତ
Bhagyaprabha News Bureau
May 11, 2019

ଟ୍ୟୁନିସିୟାରେ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଭୂମଧ୍ୟ ସାଗରରେ ଓଲଟି ପଡିବାରୁ ପ୍ରାୟ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜାତିସଙ୍ଘ ଶରଣାର୍ଥୀ ଏଜେନ୍ସିର ସୂଚନା ମୁତାବକ ଏଥିରେ ମାତ୍ର ୧୬ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସମୁଦ୍ରରେ ଆସୁଥିବା ଉଚ୍ଚ ଜୁଆର ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଗତ ୪ ମାସ ଭିତରେ ଲିବିୟାରୁ ସମୁଦ୍ରପଥ ଦେଇ ୟୁରୋପ ଯାଉଥିବା ଶରଣାର୍ଥୀଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୧୬୪ରୁ ଊର୍ଦ୍ଧ୍ୱଙ୍କ ମୃତ୍ୟୁ ହୋଇ ସାରିଲାଣି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋରିଆ ଗସ୍ତରେ ଭାରତୀୟ ମହିଳା ହକି ଦଳ, ୩ ଓଡ଼ିଆ ସାମିଲ

କୋରିଆ ଗସ୍ତରେ ଭାରତୀୟ ମହିଳା ହକି ଦଳ, ୩ ଓଡ଼ିଆ ସାମିଲ

Read More...

 ପୁଣି ଘୁଞ୍ଚିଲା ଅଯୋଧ୍ୟା-ବାବ୍ରି ମସଜିଦ୍‌ ବିବାଦ ମାମଲାର ଶୁଣାଣି - ସୁପ୍ରିମକୋର୍ଟ

ପୁଣି ଘୁଞ୍ଚିଲା ଅଯୋଧ୍ୟା-ବାବ୍ରି ମସଜିଦ୍‌ ବିବାଦ ମାମଲାର ଶୁଣାଣି - ସୁପ୍ରିମକୋର୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: