ସେଲ୍‌ ଜୈଶ୍‌-ଏ-ମହମ୍ମଦର ସଦସ୍ୟ ଅବଦୁଲ ମଜିଦ ବାବା ଗିରଫ

May 14, 2019, ଅପରାଧ, , Bhagyaprabha News Bureau
ସେଲ୍‌ ଜୈଶ୍‌-ଏ-ମହମ୍ମଦର ସଦସ୍ୟ ଅବଦୁଲ ମଜିଦ ବାବା ଗିରଫ
Bhagyaprabha News Bureau
May 14, 2019

ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌କୁ ଏକ ବଡ଼ ସଫଳତା ମିଳିଛି । ସ୍ପେଶାଲ ସେଲ୍‌ ଜୈଶ୍‌-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ସଦସ୍ୟ ଅବଦୁଲ ମଜିଦ ବାବାକୁ ଗିରଫ କରିଛି । ତା ନାଁରେ ଆଗରୁ ୨ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା ।ସ୍ପେଶାଲ ସେଲ୍‌ ଦୀର୍ଘ ଦିନ ହେବ ଜେଏମର ଆତଙ୍କବାଦୀ ମଜିଦ ବାବାକୁ ଖୋଜୁଥିଲା । ତା ମୁଣ୍ଡ ବାବଦକୁ ୨ ଲକ୍ଷ ଟଙ୍କା ମଧ୍ୟ ଘୋଷଣା କରାଯାଇଥିଲା । ଗତ ଶନିବାରରେ ତାକୁ ଧରିବାରେ ସଫଳ ହୋଇଛି । ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ପିଏସ୍‌ ଶ୍ୟୈରା ଅଂଚଳରୁ ତାକୁ ଗିରଫ କରାଯାଇଛି । ବାବାର ଘର ସୋପୋର ଜିଲ୍ଲାରେ ବୋଲି ଜଣାପଡ଼ିଛି । ମଜିଦକୁ ପ୍ରଥମେ ଶ୍ରୀନଗର ସିଜେଏମ୍‌ କୋର୍ଟରେ ହାଜର କରାଯିବ । ଏହା ପରେ ଦିଲ୍ଲୀ ପୋଲିସ ତାକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସାମରେ ବନ୍ୟା ବିଭୀଷିକା, ୫୦ ହଜାର ଲୋକ ବାସହୀନ

ଆସାମରେ ବନ୍ୟା ବିଭୀଷିକା, ୫୦ ହଜାର ଲୋକ ବାସହୀନ

Read More...

ବିଜେପି ନେତା ହତ୍ୟା ମାମଲା, କ୍ରାଇମବ୍ରାଞ୍ଚ ଜାଲରେ ୫ ଅଭିଯୁକ୍ତ

ବିଜେପି ନେତା ହତ୍ୟା ମାମଲା, କ୍ରାଇମବ୍ରାଞ୍ଚ ଜାଲରେ ୫ ଅଭିଯୁକ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: