ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଓଡିଆ ଝିଅ ଶ୍ରୀବାଲି ଦାସ ବିଜୟ

May 16, 2019, ଦେଶଦୁନିଆ, , Bhagyaprabha News Bureau
ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ  ଓଡିଆ ଝିଅ ଶ୍ରୀବାଲି ଦାସ  ବିଜୟ
Bhagyaprabha News Bureau
May 16, 2019

ଓଡିଆ ଝିଅ ଶ୍ରୀବାଲି ଦାସ ଜୁନିୟର ମଡେଲ ଇଂଟରନ୍ୟାସନାଲ ୨୦୧୯ରେ ବିଶ୍ୱସ୍ତରରେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ଏହା ସହ ସେ କେରଳ କାଲିକଟଠାରେ ଆୟୋଜିତ ଅନ୍ତଜାର୍ତୀୟ ଜୁନିୟର ସୁନ୍ଦରୀ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି । ୯ବର୍ଷୀୟା ଶ୍ରୀବାଲି ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବେଷ୍ଟ ଟ୍ୟାଲେଂଟ ଓ ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ ଟାଇଟଲ ଜିତିଛନ୍ତି । ପ୍ରତିଯୋଗିତାରେ ନ୍ୟାସନାଲ ଟାଇଟଲ ଜିତିବା ପରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ମଡେଲ ଇଂଟରନ୍ୟାସନାଲ ୱାଲର୍ଡ ଫାଇନାଲରେ ଭାଗନେବାକୁ ସେ ମନୋନୀତ ହୋଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରିଲିଜ୍‌ ହେଲା ତାପ୍‌ସୀ ପନ୍ନୁଙ୍କ  'ଗେମ୍‌ ଓଭର'ର  ଟିଜର

ରିଲିଜ୍‌ ହେଲା ତାପ୍‌ସୀ ପନ୍ନୁଙ୍କ 'ଗେମ୍‌ ଓଭର'ର ଟିଜର

Read More...

ରାଜ୍ୟରେ ଅସହ୍ୟ ତାତି ଜାରି

ରାଜ୍ୟରେ ଅସହ୍ୟ ତାତି ଜାରି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: