ଟେମୁରୁପାଲି ପଞ୍ଚାୟତ ଘରକୁ ଉଡାଇଲେ ମାଓବାଦୀ

May 18, 2019, ଅପରାଧ, ମାଲକାନଗିରି, Bhagyaprabha News Bureau
ଟେମୁରୁପାଲି ପଞ୍ଚାୟତ ଘରକୁ ଉଡାଇଲେ ମାଓବାଦୀ
Bhagyaprabha News Bureau
May 18, 2019

ପୁଣି ତାତିଲେ ଲାଲବାହିନୀ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଟେମୁରୁପାଲି ପଞ୍ଚାୟତ ଘରକୁ ଉଡାଇଦେଇଛନ୍ତି ମାଓବାଦୀ । ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ୨୦୦ରୁ ଉର୍ଦ୍ଧ୍ୱ ମାଓବାଦୀମାନେ ଆସି ଏହି ତାଣ୍ଡବ ଖେଳାଇଛନ୍ତି। ବିସ୍ପୋରଣରେ ସଂପୂର୍ଣ୍ଣ ଅଫିସ ଖଣ୍ଡବିଖଣ୍ଡିତ ହୋଇଯାଇଛି। କାଙ୍ଗେର କମିଟି ମାଓ ସଙ୍ଗଠନ ଉଡାଇଥିବା ସୂଚନା ମିଳିଛି। ଘଟଣା ପରେ ଗାଁରେ ଶହ ଶହ ମାଓ ପୋଷ୍ଟର ଲାଗିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

Read More...

ଗୟଳ ଆକ୍ରମଣରେ ବନକର୍ମଚାରୀ ଗୁରୁତର

ଗୟଳ ଆକ୍ରମଣରେ ବନକର୍ମଚାରୀ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: