ଦନ୍ତାହାତୀ ଆକ୍ରମଣରେ ୨ ଗ୍ରାମର ୨ ମୃତ

May 19, 2019, ଅପରାଧ, କେନ୍ଦୁଝର, Bhagyaprabha News Bureau
ଦନ୍ତାହାତୀ ଆକ୍ରମଣରେ ୨ ଗ୍ରାମର ୨ ମୃତ
Bhagyaprabha News Bureau
May 19, 2019

ଗୁରୁବାର ରାତି ଓ ଶନିବାର ସକାଳେ ହାଟଡିହି ବ୍ଲକ ଅନ୍ତର୍ଗତ ଦୁଇଟି ଗ୍ରାମରେ ଗୋଟିଏ ଦନ୍ତାହାତୀ ଜଣେ ପୁରୁଷ ଓ ମହିଳା କୁ କଚାଡି ମାରିଛି । ମୃତକ ପୁରୁଷଙ୍କ ପରିଚୟ ନୂଆରଗଡ ଗାଁର ୫୨ ବର୍ଷିୟ ଜଗା ମଲ୍ଳିକ ମୃତ ବରଣ କରିଥିବା ବେଳେ ଶନିବାର ସକାଳେ କାନପୁର ଗ୍ରାମର ୫୨ ବର୍ଷିୟ ମହିଳା ଭୋର ସକାଳୁ ଆମ୍ଭ ତୋଟାକୁ ଯାଉଥିବା ସମୟରେ ହାତୀ ମହିଳା ଜଣଙ୍କୁ ପାଦରେ ଦଳି ମାରିଦେଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ନୂଆରୁଗୁଡି -ଧନୁର୍ଜୟପୁର ଗ୍ରାମ ପଞ୍ଚାୟତ ଗ୍ରାମବାସୀ ବଉଳାରାସ୍ତା ଅବରୋଧ କରିଥିଲେ । ଟ୍ରେଞ୍ଜ ଖୋଳାଯାଉନଥିବାରୁ ବାରମ୍ବାର ଧନ ଜୀବନ ହାନି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ପୋଳିସ ଓ ବନବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ଶବ ପୋଷ୍ଟମୋର୍ଟମ ପାଇଁ ମେଡିକାଲକୁ ପଠାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେଦାରନାଥ ପରେ ବଦ୍ରିନାଥ ଦର୍ଶନ କରିବେ ମୋଦୀ

କେଦାରନାଥ ପରେ ବଦ୍ରିନାଥ ଦର୍ଶନ କରିବେ ମୋଦୀ

Read More...

କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟ୍‌ରେ ହିନାଙ୍କ ଜଲୱା

କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟ୍‌ରେ ହିନାଙ୍କ ଜଲୱା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: