ମୋଟର ପମ୍ପ ମରାମତି କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତ ପାଇ ଯୁବକ ମୃତ

May 19, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ମୋଟର ପମ୍ପ ମରାମତି କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତ ପାଇ ଯୁବକ ମୃତ
Bhagyaprabha News Bureau
May 19, 2019

ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ନିମିନା ଗ୍ରାମରେ ମୋଟର ପମ୍ପ ମରାମତି କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତ ପାଇ ଗୁରୁତର ଅବସ୍ଥାରେ ଆସ୍କା ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଯୁବକ ଜଣକ ହେଲେ ଜିତେନ୍ଦ୍ର ନାୟକ । ଗାଙ୍ଗପୁର ପୁଲିସ ଘଟଣାର ତଦନ୍ତ ଜାରିରଖିଥିବା ସୂଚନା ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମଲିଙ୍ଗୀଙ୍କୁ ବିବାହ କରିବେ ଦୌଡରାଣୀ

ସମଲିଙ୍ଗୀଙ୍କୁ ବିବାହ କରିବେ ଦୌଡରାଣୀ

Read More...

ଗଂଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ଗାଜଲବାଡ଼ି ରାସ୍ତାରେ ଟ୍ରାକଟର ଓଲଟି ଜଣେ ଶ୍ରମିକ ଙ୍କ ମୂର୍ତ୍ତ।

ଗଂଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ଗାଜଲବାଡ଼ି ରାସ୍ତାରେ ଟ୍ରାକଟର ଓଲଟି ଜଣେ ଶ୍ରମିକ ଙ୍କ ମୂର୍ତ୍ତ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: