ଭୁଶୁଡ଼ିଲା ହାଇଲେଭଲ କେନାଲ ଉପରେ ନିର୍ମାଣଧୀନ ପୋଲ

May 19, 2019, ଅପରାଧ, ଯାଜପୁର, Bhagyaprabha News Bureau
ଭୁଶୁଡ଼ିଲା ହାଇଲେଭଲ କେନାଲ ଉପରେ ନିର୍ମାଣଧୀନ ପୋଲ
Bhagyaprabha News Bureau
May 19, 2019

ଯାଜପୁର ଜିଲ୍ଲା ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନ ଧର୍ମଶାଳା ରାଶୋଳ ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ତିନି ସ୍ପାନ ବିଶିଷ୍ଟ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିଲା। ମଧ୍ୟାହ୍ନରେ କାମ ହୋଇଥିବା ଏହି ଛାତ କେଇ ଘଣ୍ଟାରେ ଭୁଶୁଡ଼ି ପଡିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିମ୍ନମାନର କାମ କରାଯାଉଥିବାରୁ ନିର୍ମାଣର ମାତ୍ର କିଛି ସମୟ ପରେ ଏହା ଭୁଶୁଡ଼ି ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରାଜ୍ୟର  ୭ କେନ୍ଦ୍ରରେ ନିଟ ପରୀକ୍ଷା ଅନୁଷ୍ଠିତ

ରାଜ୍ୟର ୭ କେନ୍ଦ୍ରରେ ନିଟ ପରୀକ୍ଷା ଅନୁଷ୍ଠିତ

Read More...

ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ପରୀକ୍ଷା ଆଜି

ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ପରୀକ୍ଷା ଆଜି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: