ରିଲିଜ ହେଲା ମୋଦୀଙ୍କ ବାୟୋପିକ ‘ପିଏମ୍‌ ମୋଦି’

May 25, 2019, ମନୋରଞ୍ଜନ, , Bhagyaprabha News Bureau
ରିଲିଜ ହେଲା ମୋଦୀଙ୍କ ବାୟୋପିକ ‘ପିଏମ୍‌ ମୋଦି’
Bhagyaprabha News Bureau
May 25, 2019

ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା ଜଣାପଡ଼ିଛି। ଗୋଟିଏ ପଟେ ମୋଦିଙ୍କ ଦ୍ୱିତୀୟ ବିଜୟକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ଅନ୍ୟପଟେ ପରଦାରେ ତାଙ୍କ ଜୀବନିକୁ ଦେଖି ତାଙ୍କ ପ୍ରତି କ୍ରେଜ ବଢ଼ିବାରେ ଲାଗିଛି।


1558759193.jpg


ପ୍ରଶଂସକ ଫିଲ୍ମକୁ ଦେଖି କାହାଣୀ ଓ ଅଭିନୟକୁ ବହୁ ପ୍ରଶଂସା କରିଥିବା ଜଣାପଡ଼ିଛି। ଏଥିସହ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଓମାଙ୍ଗ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମରେ ବିବେକ ଓବରୟ ମୋଦିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଳ୍ପନାଙ୍କ ମରଶରୀର ଉଦ୍ଧାର କାର୍ଯ୍ୟ ଆରମ୍ଭ

କଳ୍ପନାଙ୍କ ମରଶରୀର ଉଦ୍ଧାର କାର୍ଯ୍ୟ ଆରମ୍ଭ

Read More...

ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେଲେ ମୋଦୀ ଓ ମନ୍ତ୍ରୀ ପରିସଦର ସଦସ୍ୟ

ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେଲେ ମୋଦୀ ଓ ମନ୍ତ୍ରୀ ପରିସଦର ସଦସ୍ୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: