ଗାଲେରୀ ରାସ୍ତାରେ ଥିବା ମିଶ୍ର ମୋବାଇଲ ପଏନଟ ର କାନ୍ଥ ଭାଙ୍ଗି ଚୋରି

May 26, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ଗାଲେରୀ ରାସ୍ତାରେ ଥିବା ମିଶ୍ର ମୋବାଇଲ ପଏନଟ ର କାନ୍ଥ ଭାଙ୍ଗି ଚୋରି
Bhagyaprabha News Bureau
May 26, 2019

ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଅନ୍ତର୍ଗତ ଗାଲେରୀ ରାସ୍ତାରେ ଥିବା ମିଶ୍ର ମୋବାଇଲ ପଏନଟ ର ପଛପଟୁ କାନ୍ଥ କୁ ଭାଙ୍ଗି କିଛି ଦୂରବୁତ ମାନେ ମିଶି 40 ଗୋଟି ମୋବାଇଲ ଓ ନଗଦ 25 ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି , ସମୁଦାୟ ମୋବାଇଲ ର ଦାମ ପ୍ରାୟ 80 ହଜାର ଟଙ୍କା ହେବ ବୋଲି ଦୋକାନ ମାଲିକ ସିମାଞ୍ଚଳ ମିଶ୍ର କହିଛନ୍ତି, ପୋଲିସ ଏହି ଘଟଣା ସଂକ୍ରାନ୍ତରେ ଥାନା ରେ ଏକ ଚୋରି ମାମଲା ରୁଜୁ କରିବା ସହିତ ଘଟଣା ର ତଦନ୍ତ କରୁଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥରେ ବସ୍‌ ଦୁର୍ଘଟଣା

ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥରେ ବସ୍‌ ଦୁର୍ଘଟଣା

Read More...

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସ ପାଳିତ

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: