ସବରେଜିଷ୍ଟ୍ରି ଅଫିସକୁ ସ୍ଥାନାନ୍ତର ଦାବିରେ ଜାତୀୟ ରାଜପଥ ଅବରୋଧ

May 26, 2019, ଓଡ଼ିଶା, କେନ୍ଦୁଝର, Bhagyaprabha News Bureau
ସବରେଜିଷ୍ଟ୍ରି ଅଫିସକୁ ସ୍ଥାନାନ୍ତର ଦାବିରେ ଜାତୀୟ ରାଜପଥ ଅବରୋଧ
Bhagyaprabha News Bureau
May 26, 2019

୨୦ନମ୍ବର ଜାତୀୟ ରାଜପଥ ବରପଦା ଛକଠାରେ ପୁଣି ଥରେ ରାସ୍ତା ରୋକ ହୋଇଛି। ଘଷିପୁରା ଠାରେ ଏକ ଭଡ଼ା ଘରେ ଦୀର୍ଘ ବର୍ଷ ଧରି ଚାଲିଥିବା ସାଇଁକୁଳ ସବରେଜିଷ୍ଟ୍ରି ଅଫିସକୁ ସ୍ଥାନାନ୍ତର ଦାବିରେ ରାସ୍ତା ରୋକ କରିଛି ସାଇଁକୁଳ ଆଞ୍ଚଳିକ ଉନ୍ନୟନ ପରିଷଦ। ସମାନ ଦାବି ନେଇ ଗତ୧୫ ତାରିଖ ଦିନ ଠିକ୍ ଏହିଭଳି ରାସ୍ତାରୋକ ହୋଇଥିବାବେଳେ ପ୍ରଶାସନ ଓ ଆନ୍ଦୋଳନକାରି ମଧ୍ୟରେ ଆଲୋଚନା ହୋଇ ତିନି ଦିନ ମଧ୍ୟରେ ଜିଲାପାଳଙ୍କ ଜରିଆରେ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ପ୍ରତିଶୃତି ରଖି ପାରିନଥିଲା ପ୍ରଶାସନ । ୟ ଏକ ଘଣ୍ଟାର ରାସ୍ତାରୋକ ପରେ ପୋଲିସ ଜୋର ଜବରଦସ୍ତ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟେଇଛି। ସ୍ଥାନୀୟ ବରପଦା ଫାଣ୍ଡି ଠାରେ ପୋଲିସ ,ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଳବୈଶାଖୀ ତାଣ୍ଡବ

କାଳବୈଶାଖୀ ତାଣ୍ଡବ

Read More...

 ରକ୍ତଦାନ ଶିବିରରେ ADIVର ୧୨ ଜଣ ସଦସ୍ୟଙ୍କ  ରକ୍ତ ଦାନ

ରକ୍ତଦାନ ଶିବିରରେ ADIVର ୧୨ ଜଣ ସଦସ୍ୟଙ୍କ ରକ୍ତ ଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: