ଶ୍ରୀରାମ ଚରିତ ମାନସ ନବାହ୍ନ ପାରା ୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଉଦ୍ଘାଟିତ

May 27, 2019, ବିଶେଷ, ଗଞ୍ଜାମ, Bhagyaprabha News Bureau
ଶ୍ରୀରାମ ଚରିତ ମାନସ ନବାହ୍ନ ପାରା ୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଉଦ୍ଘାଟିତ
Bhagyaprabha News Bureau
May 27, 2019

ଖଲ୍ଲିକୋଟ ସ୍ଥିତ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ମହନ୍ତ ସୁନ୍ଦର ରାମ ଦାସ ମହାରାଜଙ୍କ ପୌରହିତ୍ୟରେ ନବାହ୍ନ ପାରା ୟଣ କାର୍ୟକ୍ରମ ଉଦଘାଟିତ ହୋଇଯାଇଛି ।ଏଥିରେ ସନ୍ଥ ଗୋବିନ୍ଦ ଦାସ ମହାରାଜ ପ୍ରଵଚକ ରୁପେ ଯୋଗ ଦେଇ ନାମ ମହିମା ଓ ଶିବ ପାର୍ବତୀଙ୍କ ବିବାହ ପ୍ରସଙ୍ଗରେ ପ୍ରଵଚନ ଦେଇଥିଲେ ।ଏହି 49 ତମ ଅଧିବେଶନ ରେ ମହନ୍ତ ବିଶ୍ବେଶ୍ ରାମ ଦାସ,ଲକ୍ଷ୍ମୀ ଦାସ,ପଣ୍ଡିତ ବିନାୟକ ତ୍ରିପାଠୀ ,ପ୍ରଦୀପ ସାହୁ,ବାପି ପଣ୍ଡା,ପ୍ରମୁଖ ପାରାୟଣ ରେ ସହଯୋଗ କରିଥିଲେ ।ପ୍ରାକ୍ତନ ନଗରପାଳ ରାମ ମୋହନ ପଣ୍ଡା କର୍ତ୍ତା ରୁପେ ଓ ରାମ ଦୟା ପରିଷଦ ର ତ୍ରିନାଥ ପ୍ରଧାନ,ସୁଶାନ୍ତ ଲେଙ୍କା,ଅବନୀ ମହାନ୍ତି,ପୂର୍ଣ ଭୂୟାଁ,ହରଷ ପଣ୍ଡା,ଚନ୍ଦନ ପଣ୍ଡା, ଆଚାର୍ଯ୍ୟ ରୁପେ ମହେଶ୍ୱର ଶତପଥି ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଚଣ୍ଡ ଗ୍ରୀଷ୍ଣର ପ୍ରଭାବ- ସାଧାରଣ ଜୀବନ ଠାରୁ ଆରମ୍ଭ କରି ପଶୁପକ୍ଷୀ ପ୍ରଭାବିତ

ପ୍ରଚଣ୍ଡ ଗ୍ରୀଷ୍ଣର ପ୍ରଭାବ- ସାଧାରଣ ଜୀବନ ଠାରୁ ଆରମ୍ଭ କରି ପଶୁପକ୍ଷୀ ପ୍ରଭାବିତ

Read More...

ସ୍ନାତକୋତ୍ତର ଓଡ଼ିଆ ବିଭାଗ ଊଣେଇଶ ଶହ ଅଣାନବେ ବ୍ୟାଚର ସାରସ୍ୱତ ସମାରୋହ

ସ୍ନାତକୋତ୍ତର ଓଡ଼ିଆ ବିଭାଗ ଊଣେଇଶ ଶହ ଅଣାନବେ ବ୍ୟାଚର ସାରସ୍ୱତ ସମାରୋହ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: