ସିମ୍ବା’ର ଲାଭରୁ ମୁମ୍ବାଇ ପୁଲିସ୍‌କୁ ୫୧ଲକ୍ଷ ଟଙ୍କା ଦେଲେ ରୋହିତ୍‌ ସେଟ୍ଟୀ

January 31, 2019, ମନୋରଞ୍ଜନ, , Bhagyaprabha News Bureau
ସିମ୍ବା’ର ଲାଭରୁ ମୁମ୍ବାଇ ପୁଲିସ୍‌କୁ ୫୧ଲକ୍ଷ ଟଙ୍କା ଦେଲେ ରୋହିତ୍‌ ସେଟ୍ଟୀ
Bhagyaprabha News Bureau
January 31, 2019

ଫିଲ୍ମ ‘ସିମ୍ବା’ ହିଟ୍‌ ହେବା ପରେ ଫିଲ୍ମର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ବଲିଉଡ୍‌ ବକ୍ସ ଅଫିସ୍‌ର କିଙ୍ଗ୍‌ ପାଲଟି ଯାଇଛନ୍ତି। ଫିଲ୍ମଟି ୨୦୦କୋଟିରୁ ଅଧିକ ବ୍ୟବସାୟ କରିଛି।


ମୁମ୍ବାଇ ପୁଲିସର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉମଙ୍ଗ- ୨୦୧୯’ରେ ଯୋଗ ଦେଇ ରୋହିତ୍‌ ସେଟ୍ଟୀ ଏହି ଅର୍ଥ ରାଶି ମୁମ୍ବାଇ ପୁଲିସ୍‌ ଫାଉଣ୍ଡେସନ୍‌କୁ ଦାନ କରିଥିଲେ। ଚେକ୍‌ଟି ରୋହିତ୍‌ ସେଟ୍ଟୀ ପ୍ରଡକ୍ସନ ହାଉସ୍‌ ତରଫରୁ ଦିଆଯାଇଥିବା ବେଳେ ଏହାକୁ ଅଭିନେତା ରଣବୀର ସିଂହ, ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ରୋହିତ୍‌ ସେଟ୍ଟୀ ମିଶି ମୁମାଇ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ। ଇଭେଣ୍ଟଟି ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଜାନୁଆରୀ ୨୭ ତାରିଖରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ର ବହୁ ନାମୀ ଦାମୀ କଳାକାର ସାମିଲ୍ ହେବା ସହ ମୁମ୍ବାଇ ପୁଲିସର କାର୍ଯ୍ୟଦକ୍ଷତାକୁ ଉଚ୍ଚପ୍ରଶଂସା କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡାଲଚିନି ଗୁଣ୍ଡ ସହ କ୍ଷୀର ମିଶାଇ ପିଅନ୍ତୁ, କ୍ୟାନ୍‌ସର୍‌ ଓ ଡାଇବେଟିସ୍‌ରୁ ମିଳିବ ସୁରକ୍ଷା

ଡାଲଚିନି ଗୁଣ୍ଡ ସହ କ୍ଷୀର ମିଶାଇ ପିଅନ୍ତୁ, କ୍ୟାନ୍‌ସର୍‌ ଓ ଡାଇବେଟିସ୍‌ରୁ ମିଳିବ ସୁରକ୍ଷା

Read More...

ହତ୍ୟାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ମହିଳା ସଂଘ

ହତ୍ୟାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ମହିଳା ସଂଘ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: