କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ଜଲୱା ଦେଖାଇଲେ ଦୀପିକା

May 28, 2019, ମନୋରଞ୍ଜନ, , Bhagyaprabha News Bureau
କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ଜଲୱା ଦେଖାଇଲେ ଦୀପିକା
Bhagyaprabha News Bureau
May 28, 2019

ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ର ଷ୍ଟାଇଲିସ୍‌ ଆଇକୋନ ଭାବେ ବେଶ୍‌ ଜଣାଶୁଣା। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନିକଟରେ ସେ ନିଜର ସୋସିଆଲ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ହଳିଦିଆ ରଙ୍ଗର ଫ୍ରିଲ ଶାଢ଼ୀ ପିନ୍ଧିଥିବା ବେଳେ ଗୋଲଡେନ ରଙ୍ଗର କାନଫୁଲ ତାଙ୍କୁ ଗ୍ଲାମରସ୍‌ ଲୁକ୍‌ ଦେଇଛି। କେଶରେ ବନ କରିବା ସହ ମିନିମଲ ମେକ୍‌ଅପ୍‌, ନ୍ୟୁଡ ଲିପ୍‌ଷ୍ଟିକ ଓ ଗଗଲସ୍‌ରେ ସେ ବହୁ ସୁନ୍ଦର ନଜର ଆସିଛନ୍ତି। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ପୂର୍ବରୁ ତାଙ୍କର ଲାଇମ ଗ୍ରୀନ ଡ୍ରେସ୍‌ ସବୁଠାରୁ ଚର୍ଚ୍ଚାରେ ରହିଥିଲା। ଦୀପିକା ଏବେ ନିଜର ଅପ୍‌କମିଂ ଫିଲ୍ମ ଛପାକ ପାଇଁ ବ୍ୟସ୍ତ ଅଛନ୍ତି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସେ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ନଜର ଆସିବେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବସ୍  ଟ୍ରକ୍ ମୁହାଁମୁହିଁ, ୮ ଆହତ

ବସ୍ ଟ୍ରକ୍ ମୁହାଁମୁହିଁ, ୮ ଆହତ

Read More...

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ଇନିଂସ ବିଜୟ

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ଇନିଂସ ବିଜୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: