ମୁଖ୍ୟମନ୍ତ୍ରୀ ଙ୍କ ପଞ୍ଚମ ସରକାର ପାଇଁ ସାମ୍ଭବ୍ୟ ମନ୍ତ୍ରୀ ତାଲିକା !

May 28, 2019, ରାଜନୀତି, , Bhagyaprabha News Bureau
ମୁଖ୍ୟମନ୍ତ୍ରୀ ଙ୍କ ପଞ୍ଚମ ସରକାର ପାଇଁ ସାମ୍ଭବ୍ୟ ମନ୍ତ୍ରୀ ତାଲିକା !
Bhagyaprabha News Bureau
May 28, 2019

ଆସନ୍ତା କାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ ।ତାଙ୍କ ମନ୍ତ୍ରୀମଣ୍ଡଳରେ ଯୋଗ ଦେବା ପାଇଁ କିଛି ବିଧାୟକଙ୍କୁ ନବୀନ ନିବାସରୁ ଫୋନ୍‌ କଲ୍‌ ଯାଇଥିବା ଗଣମାଧ୍ୟମରେ ପ୍ରଚାର ଚାଲିଛି । ସେମାନେ ହେଲେ ଭଟଲି ବିଧାୟକ ସୁଶାନ୍ତ ସିଂ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଝାରସୁଗୁଡ଼ା ବିଧାୟକ ନବ ଦାସ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ନିମାପଡ଼ା ବିଧାୟକ ସମୀର ଦାଶ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ଦିବ୍ୟଶଙ୍କର ମିଶ୍ର, ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ ମନ୍ତ୍ରୀ ହୋଇପାରନ୍ତି। ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ହେବା ନେଇ ଚର୍ଚ୍ଚା । ତେବେ କାହାକୁ କେଉଁ ବିଭାଗ ମିଳିବ ତାହା ବୁଧବାର ଶପଥ ଗ୍ରହଣ ଉତ୍ସବରେ ସ୍ପଷ୍ଟ ହେବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୧ କ୍ୟାବିନେଟ ଓ ୯ ରାଷ୍ଟ୍ରମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

୧୧ କ୍ୟାବିନେଟ ଓ ୯ ରାଷ୍ଟ୍ରମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

Read More...

ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ

ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: