ଓଡିଶାର କେଉଁ ମନ୍ତ୍ରୀ ପାଇଲେ କେଉଁ ବିଭାଗ...?

May 29, 2019, ରାଜନୀତି, , Bhagyaprabha News Bureau
ଓଡିଶାର କେଉଁ ମନ୍ତ୍ରୀ ପାଇଲେ କେଉଁ ବିଭାଗ...?
Bhagyaprabha News Bureau
May 29, 2019

ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ । ତେବେ ନବୀନଙ୍କ ନୂଆ ଟିମରେ ୧୧ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ୯ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀର ପାହ୍ୟା ।ମୁଖ୍ୟମନ୍ତ୍ରୀଙ୍କ ସହ ବିଧିବଦ୍ଧଭାବେ ନବୀନଙ୍କ ସହ ଶପଥ ନେଇଛନ୍ତି ନବୀନଙ୍କ ନୂଆଟିମ୍ । ତେବେ ଜାଣନ୍ତୁ କାହାକୁ ମିଳିଛି କେଉଁ ବିଭାଗ।


କ୍ୟାବିନେଟ୍ ପାହ୍ୟା


ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ


ବିକ୍ରମ କେଶରୀ ଆରୁଖ – ଜଙ୍ଗଲ ଓ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ


ପ୍ରଫୁଲ୍ଲ ମଲ୍ଲିକ – ଖଣି ଇସ୍ପାତ୍, ପୂର୍ତ୍ତ ବିଭାଗ, ଗୃହ ବିଭାଗର ରାଜ୍ୟପାହ୍ୟା ଦାୟିତ୍ୱ


ନିରଂଜନ ପୂଜାରୀ – ଅର୍ଥ ଓ ଅବକାରୀ ବିଭାଗ


ପଦ୍ମନାଭ ବେହେରା – ବାଣିଜ୍ୟ-ପରିବହନ, ଯୋଜନା ଓ ସମନ୍ୱୟ ବିଭାଗ


ପ୍ରତାପ ଜେନା – ପଂଚାୟତିରାଜ, ଆଇନ ଓ ନଗର ଉନ୍ନୟନ


ଅରୁଣ ସାହୁ – କୃଷି, ମତ୍ସ୍ୟ, ପଶୁସମ୍ପଦ ଉଚ୍ଚଶିକ୍ଷା


ଦାମ ମାରାଣ୍ଡି – ରାଜସ୍ୱ, ବିପର୍ଯ୍ୟୟ ପ୍ରଶମନ


ସୁଶାନ୍ତ ସିଂ – ଗ୍ରାମ୍ୟ ଉନ୍ନୟନ ଶ୍ରମ ବିଭାଗ


ନବ କିଶୋର ଦାସ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ


ଟୁକୁନି ସାହୁ – ମହିଳା ଓ ଶିଶୁ ବିକାଶ ବିଭାଗ


ନବୀନ ପଟ୍ଟନାୟକ – ଗୃହ , ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ



ରାଷ୍ଟ୍ରମନ୍ତ୍ରୀ ପାହ୍ୟା
ସମୀର ରଂଜନ ଦାସ – ସ୍କୁଲ ଓ ଗଣଶିକ୍ଷା ବିଭାଗ


ଅଶୋକ ପଣ୍ଡା – ବିଜ୍ଞାନ, ପ୍ରଯୁକ୍ତି ଓ ଭିନ୍ନକ୍ଷମ
ଦିବ୍ୟଶଙ୍କର ମିଶ୍ର – ଶକ୍ତି ଓ ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ – ପର୍ଯ୍ୟଟନ, ଭାଷା , ସାହିତ୍ୟ ଓ ସସ୍କୃତି


ଜଗନ୍ନାଥ ସାରକା – ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ


ପଦ୍ମିନୀ ଦିଆନ୍ – ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ


ରଘୁନନ୍ଦନ ଦାସ – ଜଳ ସମ୍ପଦ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ
ତୁଷାରକାନ୍ତି ବେହେରା – କ୍ରୀଡ଼ା, ଯୁବ ବ୍ୟାପାର , ସୂଚନା ପ୍ରଯୁକ୍ତି ବିଦ୍ୟା


ପ୍ରେମାନନ୍ଦ ନାୟକ – ଦକ୍ଷତା ବିକାଶ ଓ ବୈଷୟିକ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ନେଇ  ଗଞ୍ଜାମ ଜିଲ୍ଲାପାଳଙ୍କ ବୈଠକ

ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବୈଠକ

Read More...

ଶପଥ ଗ୍ରହଣକଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ ,  ଉତ୍ସବରେ ସାମିଲ ହେଲେ ନବୀନଙ୍କ ପରିବାର

ଶପଥ ଗ୍ରହଣକଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ , ଉତ୍ସବରେ ସାମିଲ ହେଲେ ନବୀନଙ୍କ ପରିବାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: