ବିଜୁ ଜନତା ଦଳ ପକ୍ଷରୁ ସାନଖେମୁଣ୍ଡି ଠାରେ ନିର୍ବାଚନ ପ୍ରସ୍ତୁତି ବୈଠକ

January 31, 2019, ରାଜନୀତି, ଗଞ୍ଜାମ, Bhagyaprabha News Bureau
ବିଜୁ ଜନତା ଦଳ ପକ୍ଷରୁ ସାନଖେମୁଣ୍ଡି ଠାରେ ନିର୍ବାଚନ  ପ୍ରସ୍ତୁତି ବୈଠକ
Bhagyaprabha News Bureau
January 31, 2019

ଆଗକୁ ଆସୁଛି ସାଧାରଣ ନିର୍ବାଚନ ।ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଦେଖାଦେଲାଣି ତତ୍ପରତା । ବିଭିନ୍ନ ରାଜନୈତିକ ଦଳ ମାନେ ନିଜର ସ୍ଥିତିକୁ ସୁଦୃଢ କରିବା ନିମନ୍ତେ ହେଉଛନ୍ତି ପ୍ରସ୍ତୁତ । ସେହିପରି ଏକ ପ୍ରସ୍ତୁତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ବ୍ଲକସ୍ଥିତ ରାଜବାଟି ଠାରେ । ସନଖେମୁଣ୍ଡି ବ୍ଲକ୍ ର ଆଇ .ବି ଠାରେ ବିଜୁ ଜନତା ଦଳ ପକ୍ଷରୁ ପଞ୍ଚାୟତ ସ୍ତରୀୟ ୱାଡ଼ କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମାନ୍ୟବର ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଉପସ୍ଥିତ ଥିଲେ। ଏଥିରେ ଦଳର କର୍ମକର୍ତ୍ତାମାନେ ବିଭିନ୍ନ ମତ ପ୍ରଦାନ କରିଥିଲେ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦକ୍ଷିଣ ଓ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ ଅଧିକାରୀଙ୍କୁ ନେଇ ବ୍ରହ୍ମପୁରରେ ଆୟୋଜିତ ହେଲା ପ୍ରାକ ନିର୍ବାଚନୀ ତାଲିମ୍ ବୈଠକ

ଦକ୍ଷିଣ ଓ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ ଅଧିକାରୀଙ୍କୁ ନେଇ ବ୍ରହ୍ମପୁରରେ ଆୟୋଜିତ ହେଲା ପ୍ରାକ ନିର୍ବାଚନୀ ତାଲିମ୍ ବୈଠକ

Read More...

କୋଳଥରେ ରହିଛି ଏହି ସବୁ ଚମତ୍କାରୀ ଔଷଧୀୟ ଗୁଣ

କୋଳଥରେ ରହିଛି ଏହି ସବୁ ଚମତ୍କାରୀ ଔଷଧୀୟ ଗୁଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: