ଟେଲିଫୋନ ଏକ୍ସଚେଞ୍ଜ ବ୍ଲାଷ୍ଟ ଘଟଣାରେ ମାଓ ନେତା ସବ୍ୟସଚୀ ପଣ୍ଡା ନିର୍ଦ୍ଦୋଷ

May 31, 2019, ଅପରାଧ, ଗଜପତି, Bhagyaprabha News Bureau
ଟେଲିଫୋନ ଏକ୍ସଚେଞ୍ଜ ବ୍ଲାଷ୍ଟ ଘଟଣାରେ ମାଓ ନେତା ସବ୍ୟସଚୀ ପଣ୍ଡା ନିର୍ଦ୍ଦୋଷ
Bhagyaprabha News Bureau
May 31, 2019

ଗଜପତି ଜିଲ୍ଲା ଆର. ଉଦୟଗିରି ଠାରେ ୨୦୦୫ ମସିହାରେ ଟେଲିଫୋନ ଏକ୍ସଚେଞ୍ଜ ବ୍ଲାଷ୍ଟ ଘଟଣାରେ ମାଓ ନେତା ସବ୍ୟସଚୀ ପଣ୍ଡା ସମ୍ପୃକ୍ତି ଥିବା ନେଇ ମାମଲା ରୁଜୁ ହୋଇଥିଲା । ଦୀର୍ଘ ବର୍ଷ ପରେ ଉକ୍ତ ମାମଲାର କୋର୍ଟ ଶୁଣାଣୀ ହୋଇଛି । ଗଜପତି ଜିଲ୍ଲା କୋର୍ଟରେ ଚାଲିଥିବା ଏହି ମାମଲାର ବିଚାର କରି ଜିଲ୍ଲା ଦୌରାଜଜ ବିଶ୍ବଜିତ ଦାସ ରାୟ ଶୁଣାଇ ସବ୍ୟସଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନା ମୁତ‌ାବକ ଜିଆର କେସ ନଂ ୭୧/୨୦୦୬ ଓ ଉଦୟଗିରି ଥାନା କେସ ନ˚୨୧/୦୬ରେ ମାମଲା ରୁଜୁ ହୋଇଥିବା ବେଳେ ନିର୍ଦ୍ଧିଷ୍ଟ ସାକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିବା ସବ୍ୟସାଚୀଙ୍କ ଓକିଲ ସ୍ବରୂପ ପାଳ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା ଶୋଭାଯାତ୍ରା

ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା ଶୋଭାଯାତ୍ରା

Read More...

ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ ର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ

ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ ର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: