କନ୍ଧମାଳ- ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର , ଯାତାୟତରେ ବାଧାପ୍ରାପ୍ତ

January 31, 2019, ଓଡ଼ିଶା, କନ୍ଧମାଳ, Bhagyaprabha News Bureau
କନ୍ଧମାଳ- ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର , ଯାତାୟତରେ ବାଧାପ୍ରାପ୍ତ
Bhagyaprabha News Bureau
January 31, 2019

କନ୍ଧମାଳ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର । ବାଲିଗୁଡା ଉପଖଣ୍ଡ ର ଦାରିଙ୍ଗବାଡି ଓ କୋଟଗଡ଼ ଥାନା ଅଞ୍ଚଳରେ ରେ ରାସ୍ତା ଉପରେ ଗଛ ପକାଇ ଅବରୋଧ କରିବା ସହ ଲାଗିଛି ମାଓ ପୋଷ୍ଟର । ଦାରିଙ୍ଗବାଡି ର ପକାଲଡମି ଘାଟି ରେ ମାଓ ପୋଷ୍ଟର ଲାଗିବା ସହ ଗଛ ଗଛ ପକାଇ ରାସ୍ତା ଅବରୋଧ କରିଥିବା ବେଳେ ଏପଟେ କୋଟଗଡ଼ ଥାନା ଅଞ୍ଚଳ ବଣ୍ଡା ପିପିଲି ରେ ମଧ୍ୟ ପୋଷ୍ଟର ଓ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ଲାଲବାହିନି । ଗତ ୨୫ ତାରିଖରୁ ଲାଲବାହିନୀ ପ୍ରତିବାଦ ସପ୍ତାହ ପାଳନ କରୁଛି। ଏହି କ୍ରମରେ ସପ୍ତାହ ସାରା ସେମାନେ ବିଭିନ୍ନ ସ୍ଥାନରେ ମେଳି କରିଥିଲେ। ଆଜି ପ୍ରତିବାଦ ସପ୍ତାହର ଶେଷ ଦିନରେ ସେମାନେ ଭାରତ ବନ୍ଦ ପାଳନ କରୁଛନ୍ତି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରକାରୀ  ବାଳିକା ଉଚ୍ଚବିଦ୍ୟାଳୟରେ  ବାର୍ଷିକୋତ୍ସବ ପାଳିତ

ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ

Read More...

ଦକ୍ଷିଣ ଓ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ ଅଧିକାରୀଙ୍କୁ ନେଇ ବ୍ରହ୍ମପୁରରେ ଆୟୋଜିତ ହେଲା ପ୍ରାକ ନିର୍ବାଚନୀ ତାଲିମ୍ ବୈଠକ

ଦକ୍ଷିଣ ଓ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ ଅଧିକାରୀଙ୍କୁ ନେଇ ବ୍ରହ୍ମପୁରରେ ଆୟୋଜିତ ହେଲା ପ୍ରାକ ନିର୍ବାଚନୀ ତାଲିମ୍ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: