ରାଉରକେଲାର ବିଭିନ୍ନ କୋଚିଂ ସେଣ୍ଟର ଉପରେ ଅଗ୍ନିଶମ ବିଭାଗର ଚଢାଉ !

June 01, 2019, ଓଡ଼ିଶା, ସୁନ୍ଦରଗଡ଼, Bhagyaprabha News Bureau
ରାଉରକେଲାର ବିଭିନ୍ନ କୋଚିଂ ସେଣ୍ଟର ଉପରେ ଅଗ୍ନିଶମ ବିଭାଗର ଚଢାଉ !
Bhagyaprabha News Bureau
June 01, 2019

ସୁରତର କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା ପରେ ଛାନିଆ ଓଡ଼ିଶା ସରକାର । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ବିଭିନ୍ନ କୋଚିଂ ସେଣ୍ଟର ମାନଙ୍କରେ ଅଗ୍ନିଶମ ବିଭାଗ ଚଢ଼ାଉ କରିଛି । ଆଜି ରାଉରକେଲା ସହରର ଥିବା ୧୩୦ଟି କୋଚିଂ ସେଣ୍ଟର ଉପରେ ଅଗ୍ନିଶମ ବିଭାଗ କରିଛି ଚଢ଼ାଉ କରିଛି । ପୂର୍ବରୁ ଭୁବନେଶ୍ବର ଓ କଟକରେ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଥିଲା । କଟକରୁ ଆସିଥିବା ଚିଫ୍ ଫାୟାର ଅଫିସର ମହେଶ୍ବର ସ୍ବାଇଁଙ୍କ ନେତୃତ୍ବରେ ୧୦ ଗୋଟି ଟିମ୍ ଗଠନ କରି, କୋୟଲ ନଗର, ବସନ୍ତି କଲୋନୀ, ଛେଣ୍ଡ ତଥା ରାଉରକେଲା ସହରର ଥିବା ବିଭିନ୍ନ ଅଂଚଳର କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାତ୍ୟା ପିଡିତଙ୍କୁ ସାହାର୍ଯ୍ୟର ହାତ ବଢାଇଲେ  ପ୍ରବାସୀ ଓଡିଆ

ବାତ୍ୟା ପିଡିତଙ୍କୁ ସାହାର୍ଯ୍ୟର ହାତ ବଢାଇଲେ ପ୍ରବାସୀ ଓଡିଆ

Read More...

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ପଶ୍ଚିମଓଡ଼ିଶା !

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ପଶ୍ଚିମଓଡ଼ିଶା !

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: