ସମ୍ବଲପୁରରେ ସିଆରପିଏଫ କ୍ୟାମ୍ପରେ ଗୁଳି ଫୁଟି ଯବାନ ଗୁରୁତର

June 04, 2019, ଓଡ଼ିଶା, ସମ୍ବଲପୁର, Bhagyaprabha News Bureau
ସମ୍ବଲପୁରରେ ସିଆରପିଏଫ କ୍ୟାମ୍ପରେ  ଗୁଳି ଫୁଟି ଯବାନ  ଗୁରୁତର
Bhagyaprabha News Bureau
June 04, 2019

ସମ୍ବଲପୁରରେ ଥିବା ସିଆରପିଏଫ କ୍ୟାମ୍ପରେ ଯବାନଙ୍କୁ ୩ ରାଉଣ୍ଡ ଗୁଳି ବାଜିଛି । ଜୁଜୁମରାରେ ଗୁଳିକାଣ୍ଡ ଘଟିବାରୁ ଜଣେ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆର୍‌ପିଏଫ୍‌) ଯବାନ ଗୁରୁତର ହୋଇଛନ୍ତି। ଯବାନଙ୍କୁ ଏବେ ଗୁରୁତର ଅବସ୍ଥାରେ ଯୁଜୁମରାରୁ ବୁର୍ଲା ଭିମସର ନିଆ ଯାଇଛି । ଗୁରୁତର ଯବାନା ହେଲେ ପଞ୍ଜାବର ଭୁଟାନ ସିଂ । ସୁଚନାଯୋଗ୍ୟ , ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ କ୍ୟାମ୍ପ ଭିତରୁ ଗୁଳିଚାଳନା ଶବ୍ଦ ହୋଇଥିଲା। ଏହି ଗୁଳିକାଣ୍ଡ କିଏ ଘଟାଇଛି କିମ୍ବା ଏହା ଏକ ମିସ୍‌ ଫ୍ୟାୟାରିଂ ତାହା ଜଣା ପଡ଼ିନାହିଁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରିଲା ୩ ରଥର ଚକ ଗଢା କାର୍ଯ୍ୟ

ସରିଲା ୩ ରଥର ଚକ ଗଢା କାର୍ଯ୍ୟ

Read More...

 କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରତାପ ଷଡଙ୍ଗୀ

କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରତାପ ଷଡଙ୍ଗୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: