ଝାରସୁଗୁଡ଼ା-ଭୁବନେଶ୍ବର ଏବଂ ଝାରସୁଗୁଡ଼ା-ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ

June 05, 2019, ଓଡ଼ିଶା, , Bhagyaprabha News Bureau
 ଝାରସୁଗୁଡ଼ା-ଭୁବନେଶ୍ବର ଏବଂ ଝାରସୁଗୁଡ଼ା-ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ
Bhagyaprabha News Bureau
June 05, 2019

ଆଜିଠାରୁ ଝାରସୁଗୁଡ଼ା-ଭୁବନେଶ୍ବର ଏବଂ ଝାରସୁଗୁଡ଼ା-ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ ହେବ। ଏହି ଦୁଇଟି ସ୍ଥାନକୁ ଉଡ଼ାଣ ଅନୁମତି ପାଇଥିବା ଏୟାର ଇଣ୍ଡିଆର ସହଯୋଗୀ ସଂସ୍ଥା ଏଲାଏନ୍ସ୍ ଏୟାର ପକ୍ଷରୁ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଛି। ଉଡ଼ାନ-୩ ଯୋଜନାରେ ୫ ତାରିଖଠାରୁ ନିୟମିତ ଉଡ଼ାଣ କରିବାକୁ ଥିବା ଏହି ବିମାନ କମ୍ପାନି ପକ୍ଷରୁ ସମୟସୂଚୀ ମଧ୍ୟ ପ୍ରକାଶ ପାଇ ସାରିଛି ଓ ଟିକେଟ ବିକ୍ରୟ ମଧ୍ୟ ହୋଇ ସାରିଛି।ବୁଧବାର ଏହି ବିମାନ ଭୁବନେଶ୍ବରରୁ ଝାରସୁଗୁଡ଼ାରେ ୧୧ଟାରେ ପହଞ୍ଚିବା ପରେ ପ୍ରଦୀପ ପ୍ରଜ୍ଜ୍ବଳନ, କେକ୍ କଟିଂ ପରେ ୧୨ଟାରେ ପତାକା ଦେଖାଇ ଭୁବନେଶ୍ବର ଅଭିମୁଖେ ଉଡ଼ାଣର ଶୁଭାରମ୍ଭ ହେବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ ଚୌହାନ ଜଣାଇଛନ୍ତି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରିଲା ଦେବ ନିମନ୍ତ୍ରଣ, ବିବାହ ପାଇଁ ଚାଲିଛି ପ୍ରସ୍ତୁତି !

ସରିଲା ଦେବ ନିମନ୍ତ୍ରଣ, ବିବାହ ପାଇଁ ଚାଲିଛି ପ୍ରସ୍ତୁତି !

Read More...

ବିଶ୍ୱକପ କ୍ରିକେଟରେ ଭାରତ ସହ ଦକ୍ଷିଣ ଆଫ୍ରିକା ମୁକାବିଲା

ବିଶ୍ୱକପ କ୍ରିକେଟରେ ଭାରତ ସହ ଦକ୍ଷିଣ ଆଫ୍ରିକା ମୁକାବିଲା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: