କେନ୍ଦ୍ର ସରକାରଙ୍କ 'ଆୟୁଷ୍ମାନ ଭାରତ' ଯୋଜନାରେ ସାମିଲ ହେବ ଓଡିଶା!

June 05, 2019, ସ୍ବାସ୍ଥ୍ୟ, , Bhagyaprabha News Bureau
କେନ୍ଦ୍ର ସରକାରଙ୍କ 'ଆୟୁଷ୍ମାନ ଭାରତ' ଯୋଜନାରେ ସାମିଲ ହେବ ଓଡିଶା!
Bhagyaprabha News Bureau
June 05, 2019

କେନ୍ଦ୍ର ସରକାରଙ୍କ 'ଆୟୁଷ୍ମାନ ଭାରତ' ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଇନ୍ଦୁ ଭୂଷଣ ଓ ତାଙ୍କର ୫ଜଣିଆ ଟିମ୍ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଦେଶରେ ୨୬ଟି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିବାବେଳେ ଓଡ଼ିଶାରେ କିପରି ଲାଗୁ କରାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଆୟୁଷ୍ମାନ ଭାରତର ୫ ଜଣିଆ ପ୍ରତିନିଧି ଦଳ ସହ ହୋଇଥିବା ବୈଠକରୁ ଏଭଳି ସଂକେତ ମିଳିଛି ।ସାରା ଭାରତରେ ମୋଦି ସରକାର ନିଜର ଫ୍ଲାଗସିପ୍ ସ୍ବାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ଲାଗୁ କରିବାକୁ ବଦ୍ଧ ପରିକର ।ଦ୍ବୀତିୟଥର କେନ୍ଦ୍ରରେ କ୍ଷମତାକୁ ଫେରିବା ପରେ ଏହାକୁ ସଂପ୍ରସାରିତ କରିବା ମୁଡରେ କେନ୍ଦ୍ର । ଅନ୍ୟପଟେ ନିର୍ବାଚନ ସରିବା ପରେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଲାଗୁକରି ନିଜ ମୁଣ୍ଡରୁ ଆର୍ଥିକ ବୋଝ କମାଇବା ଯୋଜନାରେ ବି ଅଛନ୍ତି ରାଜ୍ୟ ସରକାର । ତେଣୁ ଏଦିଗରେ ଆଜି ସଚିବାଳୟରେ ବସିଥିବା ପ୍ରଥମ ବୈଠକରେ ସକାରତ୍ମକ ଆଲୋଚନା ହୋଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାମ୍ମୁ କାଶ୍ମୀରରେ  ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚ ସ୍ଥରୀୟ ବୈଠକ

ଜାମ୍ମୁ କାଶ୍ମୀରରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚ ସ୍ଥରୀୟ ବୈଠକ

Read More...

ସରିଲା ଦେବ ନିମନ୍ତ୍ରଣ, ବିବାହ ପାଇଁ ଚାଲିଛି ପ୍ରସ୍ତୁତି !

ସରିଲା ଦେବ ନିମନ୍ତ୍ରଣ, ବିବାହ ପାଇଁ ଚାଲିଛି ପ୍ରସ୍ତୁତି !

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: