ଜୟପୁର ସୁଙ୍କି ଘାଟିରେ ବସ ଦୁର୍ଘଟଣା , ୧୫ରୁ ୨୦ ଯାତ୍ରୀ ଆହତ

June 07, 2019, ଅପରାଧ, କୋରାପୁଟ, Bhagyaprabha News Bureau
ଜୟପୁର ସୁଙ୍କି ଘାଟିରେ ବସ ଦୁର୍ଘଟଣା , ୧୫ରୁ ୨୦ ଯାତ୍ରୀ ଆହତ
Bhagyaprabha News Bureau
June 07, 2019

ଜୟପୁରରେ ସୁଙ୍କି ଘାଟିରେ ଏକ ଦୁର୍ଘଟଣା ଘଟିଯାଇଛି । ଏକ ଯାତ୍ରୀବହୀବସ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିପଡିଛି । ଏହି ଦୁର୍ଘଟଣା ଫଳରେ ୧୫ରୁ ୨୦ ଯାତ୍ରୀଙ୍କ ଆହତ ହେବାସହ ବସ୍ କଣ୍ଡକ୍ଟର ଗୁରୁତର ହୋଇଛନ୍ତି ।ଏବେବି ବସ୍ ଭିତରେ ଫଶି ରହିଛନ୍ତି କଣ୍ଡକ୍ଟର । ନଡ଼ିଆରାଣୀ ନାମକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଂଜନଗର ସହର ରେ  ସମ୍ବର୍ଦ୍ଧନା ଉତ୍ସବ

ଭଂଜନଗର ସହର ରେ ସମ୍ବର୍ଦ୍ଧନା ଉତ୍ସବ

Read More...

ଆଜି ପବିତ୍ର ଶୀତଳଷ୍ଠୀ ଉପଲକ୍ଷେ ଚଳଚଞ୍ଚଳ ସମ୍ୱଲପୁର ସହର

ଆଜି ପବିତ୍ର ଶୀତଳଷ୍ଠୀ ଉପଲକ୍ଷେ ଚଳଚଞ୍ଚଳ ସମ୍ୱଲପୁର ସହର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: