ବୈଦେଶିକ ମନ୍ତ୍ରୀଙ୍କ ଆଜି ଦୁଇ ଦିନିଆ ଭୁଟାନ ଗସ୍ତ

June 07, 2019, ଦେଶଦୁନିଆ, , Bhagyaprabha News Bureau
ବୈଦେଶିକ ମନ୍ତ୍ରୀଙ୍କ ଆଜି ଦୁଇ ଦିନିଆ ଭୁଟାନ ଗସ୍ତ
Bhagyaprabha News Bureau
June 07, 2019

ବୈଦେଶିକ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ସୁବ୍ରମଣ୍ୟମ ଜୟଶଙ୍କର ବିଦେଶ ଗସ୍ତରେ ଯାଉଛନ୍ତି । ସେ ଆଜି ଦ୍ୱି- ଦିନିଆ ଭୁଟାନ ଗସ୍ତରେ ଯାଇ ବିଭିନ୍ନ ଦ୍ୱ-ପାକ୍ଷିକ ଆଲୋଚନା କରିବାସହ ଆଗାମୀ ଦିନରେ ଭାରତ ଏବଂ ଭୁଟାନମଧ୍ୟରେ ହେବାକୁ ଥିବା ଆର୍ଥିକ ବିକାଶ ଏବଂ ହାଇଡ୍ରୋ ପାୱାର ସହଯୋଗ ଆଦାନ ପ୍ରଦାନ ନେଇ ଆଲୋଚନା ହେବ । । ଜୟଶଙ୍କରଙ୍କୁ ଭୁଟାନରାଜା ଜିଗମେ କେଶର ନାମଗେଲ ୱାଙ୍ଗଚୁକ ଏବଂ ତାଙ୍କର ଟିମ ସ୍ୱାଗତ ଜଣାଇବେ । ଜୟଶଙ୍କରଙ୍କୁ ପ୍ରଧାନମନ୍ତ୍ରୀ ଲିଅନଚେନ ଡା. ଲୋଟୟ ଥେରସିଂ ଏବଂ ଜୟଶଙ୍କରଙ୍କ ଭୂଟାନ ସମକକ୍ଷ ଲିଓନପୋ ଡା. ତାଣ୍ଡି ଦୋର୍ଜୀ ଆମନ୍ତ୍ରଣ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତା ୮ ରେ  ଦିଲ୍ଲୀ ଗସ୍ତରେ ଯିବେ ନବୀନ !

ଆସନ୍ତା ୮ ରେ ଦିଲ୍ଲୀ ଗସ୍ତରେ ଯିବେ ନବୀନ !

Read More...

ଆଜି ଭୋଟରଙ୍କୁ ଧନ୍ୟବାଦ ଦେବାପାଇଁ ୱାଇନାଡୁ ଗସ୍ତ କରିବେ ରାହୁଲ

ଆଜି ଭୋଟରଙ୍କୁ ଧନ୍ୟବାଦ ଦେବାପାଇଁ ୱାଇନାଡୁ ଗସ୍ତ କରିବେ ରାହୁଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: