ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ଟିଭି ଚ୍ୟାନେଲ!

June 09, 2019, ଓଡ଼ିଶା, , Bhagyaprabha News Bureau
ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ଟିଭି ଚ୍ୟାନେଲ!
Bhagyaprabha News Bureau
June 09, 2019

ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଏକ ନୋଟିସ ଜାରି କରାଯାଇଛି । ଏହି ନୋଟିସରେ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଟିଭି ଚ୍ୟାନେଲ ସଂସ୍ଥା ଗୁଡିକୁ ଟେଣ୍ଡର ଡାକିବାକୁ ପଡିବ । ରଥାରୁଢ଼ ବିଗ୍ରହମାନଙ୍କୁ ସିଧାସଳଖ ଟିଭି ପରଦାରେ ଦେଖାଇବାପାଇଁ ସମ୍ପୃକ୍ତ ଟିଭି ଚ୍ୟାନେଲ ମାନଙ୍କୁ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ପଡିବ । ଯେଉଁ ଟିଭି ଚ୍ୟାନେଲ ସଂସ୍ଥା ଅଧିକ ରାଶିର ଘୋଷଣା କରିଥିବେ ସେହି ଚ୍ୟାନେଲକୁ ହିଁ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ଅନୁମତି ଦିଆଯିବ । ସ୍ନାନଯାତ୍ରାଠାରୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଏସବୁର ସିଧାପ୍ରସାରଣ ଅଧିକାର ପାଇଁ ହେବ ବିଡିଂ । ଏଥିପାଇଁ ଆସନ୍ତା ୧୦ ତାରିଖ ସୁଦ୍ଧା ଆବେଦନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିଛି ।







Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲାସ୍ତରୀୟ  ନବମ ବିଜୁ ପଟ୍ଟନାୟକ ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁଣ୍ଣାମେଣ୍ଟ ଉଦଘାଟିତ

ଜିଲ୍ଲାସ୍ତରୀୟ ନବମ ବିଜୁ ପଟ୍ଟନାୟକ ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁଣ୍ଣାମେଣ୍ଟ ଉଦଘାଟିତ

Read More...

୬ଟି କଲେଜର ନାମଲେଖା ଉପରେ  ଲାଗିଲା ରୋକ୍

୬ଟି କଲେଜର ନାମଲେଖା ଉପରେ ଲାଗିଲା ରୋକ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: