ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳନ

June 09, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ନନ୍ଦିନୀ  ଶତପଥୀଙ୍କ  ଜୟନ୍ତୀ ପାଳନ
Bhagyaprabha News Bureau
June 09, 2019

ଗଞ୍ଜାମ ଜିଲ୍ଲା ଭଂଜନଗର ସହର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସର ରେ ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ଆନୁକୁଲ୍ୟରେ ନନ୍ଦିନୀ ଶତପଥୀ ଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏଥି ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନୀଳାଚଳ ମୁନି ସମ୍ମାନିତ ଅତିଥି ରୂପେ ଯୋଗ ଦେବା ସହ କ୍ଷତ୍ରିୟ ବରପୁର ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅମୂଲ୍ୟ ଦାସ ,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପୂର୍ବତନ ରାଜନୀତି ବିଜ୍ଞାନ ପ୍ରଫେସର୍ ବିଷ୍ଣୁ ଚରଣ ଚୌଧୁରୀ,ବରିଷ୍ଠ ନାଗରିକ କୃତିବାସ ବିଶ୍ଵାଳ ଏବଂ ସିନେ ଅଭିନେତା ଆଶିଷ ଗୌଡ ଏବଂ କାର୍ଯ୍ୟକ୍ରମ ମୁଖ୍ୟ ବାବୁଲା ପ୍ରଧାନ ଯୋଗ ଦେଇଥିଲେ।ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ପୂର୍ବତନ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥି ଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ।ଏହି ଅବସର ରେ ଗଞ୍ଜାମ ଜିଲ୍ଲା ର ବହୁ ଲୋକ କଳା ର କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ-ପୋଲସରା ବିଧାୟକଙ୍କୁ ସମ୍ୱର୍ଦ୍ଧନା

ଗଞ୍ଜାମ-ପୋଲସରା ବିଧାୟକଙ୍କୁ ସମ୍ୱର୍ଦ୍ଧନା

Read More...

ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: