ଦାରିଦ୍ର୍ୟ ଓ ପାରିବାରିକ ଅଶାନ୍ତିରେ ଅତିଷ୍ଠ ଦୁଇ ଭଉଣୀଙ୍କ ଆତ୍ମହତ୍ୟା

June 15, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ଦାରିଦ୍ର୍ୟ ଓ ପାରିବାରିକ ଅଶାନ୍ତିରେ ଅତିଷ୍ଠ ଦୁଇ ଭଉଣୀଙ୍କ ଆତ୍ମହତ୍ୟା
Bhagyaprabha News Bureau
June 15, 2019

ସବୁଠି ରଜ ଉତ୍ସବର ଉଲ୍ଲାସ। ଏପଟେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡିଆଳି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ଦାରିଦ୍ର୍ୟ ଓ ପାରିବାରିକ ଅଶାନ୍ତିରେ ଅତିଷ୍ଠ ଦୁଇ ଭଉଣୀ ବିଷ ପିଇ ଜୀବନ ହାରିଛନ୍ତି। ଏକାଠି ଜଳିଛି ଦୁଇ ଭଉଣୀଙ୍କ ଜୁଇ । ସେମାନେ ହେଲେ ଗ୍ରାମର ପଦ୍ମନାଭ ଭୂୟାଁଙ୍କ ଦୁଇ ଝିଅ ଦୀପା ଭୂୟାଁ(୧୭) ଓ ଜିତା ଭୂୟାଁ(୧୧)। । ପୁଲିସ ଖବର ପାଇ ପହଞ୍ଚି ତଦନ୍ତ ଆରମ୍ଭ କରିଥ‌ିଲା। ଏନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ତପନ କୁମାର ପତି କହିଛନ୍ତି। ‌




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୋର ଧରିଲା ଡାକ୍ତର ଆନ୍ଦୋଳନ , ଇସ୍ତଫାଦେଲେ ୩୦୦ରୁ ଉର୍ଦ୍ଧ  ଡାକ୍ତର

ଜୋର ଧରିଲା ଡାକ୍ତର ଆନ୍ଦୋଳନ , ଇସ୍ତଫାଦେଲେ ୩୦୦ରୁ ଉର୍ଦ୍ଧ ଡାକ୍ତର

Read More...

ପଶ୍ଚିମ ବଙ୍ଗରେ ଡାକ୍ତରୀ ଛାତ୍ରଙ୍କ ଉପରେ ଆକ୍ରମଣକୁ ବିରୋଧ କରି ବ୍ରହ୍ମପୁରରେ ଆନ୍ଦୋଳନ

ପଶ୍ଚିମ ବଙ୍ଗରେ ଡାକ୍ତରୀ ଛାତ୍ରଙ୍କ ଉପରେ ଆକ୍ରମଣକୁ ବିରୋଧ କରି ବ୍ରହ୍ମପୁରରେ ଆନ୍ଦୋଳନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: