ତିନି ଘଣ୍ଟା ଧରି ରାଜଧାନୀର ବହୁ ଅଞ୍ଚଳ ଅନ୍ଧାରରେ

June 15, 2019, ଓଡ଼ିଶା, ଖୋର୍ଦ୍ଧା, Bhagyaprabha News Bureau
ତିନି ଘଣ୍ଟା ଧରି ରାଜଧାନୀର ବହୁ ଅଞ୍ଚଳ ଅନ୍ଧାରରେ
Bhagyaprabha News Bureau
June 15, 2019

ଫନି ର ବାତ୍ୟା ପରେ ଶନିବାର ରାଜଧାନୀ ଭୁବନେଶ୍ବର ର ବହୁ ଅଞ୍ଚଳ ତିନିରୁ ଚାରି ଘଣ୍ଟା ଧରି ବିଦ୍ୟୁତ ନଥିବାରୁ ଵହୁ ଅଞ୍ଚଳ ଅନ୍ଧାରରେ ରହିଥିବା ଦେଖିବାକୁ ମିଳିଥିଲା । ୩୩ -ଗ୍ରୀଡ଼ କାର୍ଯ୍ୟ ଚାଲିଥିବା ଯୋଗୁଁ ଏପରି ବିଦ୍ୟୁତ କାଟ ହୋଇଥିବା କୁହାଯାଉଥିବା ବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ ନଥିବାରୁ ଗ୍ରାହକ ଙ୍କ ପକ୍ଷରୁ ଏନେଇ ଫୋନ ମାଧ୍ୟମରେ ବିଭାଗୀୟ କାର୍ଯ୍ୟାଳୟ କୁ ପଚାରିଯିବାରୁ ଚନ୍ଦକା ଠାରେ ଚାଲିଥିବାରୁ ଏପରି ବିଦ୍ୟୁତ କାଟ ହେଉଥିବା କୁହାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିନ୍ଦୀ ପ୍ରଚାରକ ପାଠ୍ୟକ୍ରମ ଶିବିର ଉଦଯାପିତ

ହିନ୍ଦୀ ପ୍ରଚାରକ ପାଠ୍ୟକ୍ରମ ଶିବିର ଉଦଯାପିତ

Read More...

ରବିବାର ଦିନ ଅନୁଷ୍ଠିତ ହେବ ରୋମାଞ୍ଚକର ଭାରତ ଓ ପାକିସ୍ତାନ କ୍ରିକେଟ ମ୍ୟାଚ୍

ରବିବାର ଦିନ ଅନୁଷ୍ଠିତ ହେବ ରୋମାଞ୍ଚକର ଭାରତ ଓ ପାକିସ୍ତାନ କ୍ରିକେଟ ମ୍ୟାଚ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: