ଶ୍ରୀମନ୍ଦିରରେ ପଟି ଦିଅଁ ପୂଜାର୍ଚ୍ଚନା , ଅଲାରନାଥ ପୀଠରେ ଭକ୍ତଙ୍କ ଗହଳ

June 19, 2019, ଦେଶଦୁନିଆ, ପୁରୀ, Bhagyaprabha News Bureau
ଶ୍ରୀମନ୍ଦିରରେ ପଟି ଦିଅଁ ପୂଜାର୍ଚ୍ଚନା , ଅଲାରନାଥ ପୀଠରେ  ଭକ୍ତଙ୍କ ଗହଳ
Bhagyaprabha News Bureau
June 19, 2019

ସ୍ନାନ ପୂର୍ଣ୍ଣିମୀରେ ସୁନାକୂଅ ଜଳ ୧୦୮ ଗରା ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଜ୍ୱର, ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିରେ ଦଇତାପତି ସେବକଙ୍କ ସେବା ଶୁଶ୍ରୁଷା ପାଉଛନ୍ତି। ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଉଛି । ବ୍ରହ୍ମଗିରିର ଅଲାରନାଥ ପୀଠରେ ଏବେ ଭକ୍ତଙ୍କ ଗହଳ ଚହଳ ବୃଦ୍ଧି ପାଇଛି । ଲମ୍ବା ଧାଡିରେ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ କରିବା ସହ କ୍ଷୀରି ଭୋଗ ପ୍ରସାଦ ପାଉଛନ୍ତି । ପରମ୍ପରା ଅନୁସାରେ ଭକ୍ତମାନେ ଏହି ସମୟରେ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ଥିବାରୁ ବ୍ରହ୍ମଗିରିରେ ଅଲାରନାଥଙ୍କ ଦର୍ଶନ କରିଥାଆନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆତଙ୍କବାଦୀଙ୍କ ଗୁଳିରେ ଓଡିଆ ଜବାନ ସହିଦ

ଆତଙ୍କବାଦୀଙ୍କ ଗୁଳିରେ ଓଡିଆ ଜବାନ ସହିଦ

Read More...

ରେଳବାଇ ଷ୍ଟେସନରୁ ୮ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ଚାଇଲଡ଼ ଲାଇନ।

ରେଳବାଇ ଷ୍ଟେସନରୁ ୮ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ଚାଇଲଡ଼ ଲାଇନ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: