ତିନି ରଥରେ ଛନ୍ଦାହେଲା ଗୟଳ ଓ ପୋଲ ଗୟଳ

June 19, 2019, ଦେଶଦୁନିଆ, ପୁରୀ, Bhagyaprabha News Bureau
ତିନି ରଥରେ ଛନ୍ଦାହେଲା ଗୟଳ ଓ ପୋଲ ଗୟଳ
Bhagyaprabha News Bureau
June 19, 2019

ପାଖେଇ ଆସୁଛି ରଥଯାତ୍ରା। ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ। ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଚାରି ନାହାକା ପଡିବା ପରେ ରଥର ଉପରିଭାଗ କାମ ଆରମ୍ଭ ହୋଇଛି। ଏହା ମଧ୍ୟରେ ରଥରେ ଛନ୍ଦା ଗୟଳ ପକାଯାଇଛି।ତିନି ରଥରେ ଛନ୍ଦା ଗୟଳ ଓ ପୋଲ ଗୟଳ ପକାଯାଇଛି।ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୨ଟି ଲେଖାଏଁ ଗୟଳ ଓ ଦେବଦଳନ ରଥର ୮ଟି ଗୟଳ ଲଗାଯାଇଛି। ପୋଲ ଗୟଳ ପଡିବା ପରେ ଛନ୍ଦା ଗୟଳ ପକାଯାଉଛି। ଏହା ନିରାଡ଼ି ଓ ପୋଲ ଗୟଳକୁ ବାନ୍ଧି ରଖିବା ଦ୍ୱାରା ରଥ ମଜଭୁତ୍‌ ହେବ। ଆଜି ଗୟଳ କାମ ସରିବାର ସମ୍ଭାବନା ରହିଛି। ଗୟଳ କାମ ସରିବା ପରେ ଯୋକା ବୁଲିବ। ପ୍ରତି ରଥର କୋଣ ଅନୁସାରେ ଯୋକା ବୁଲିବ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀମନ୍ଦିରରେ ଚିକିତ୍ସିତ ହେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି

ଶ୍ରୀମନ୍ଦିରରେ ଚିକିତ୍ସିତ ହେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି

Read More...

ଆତଙ୍କବାଦୀଙ୍କ ଗୁଳିରେ ଓଡିଆ ଜବାନ ସହିଦ

ଆତଙ୍କବାଦୀଙ୍କ ଗୁଳିରେ ଓଡିଆ ଜବାନ ସହିଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: