୪୯ ବର୍ଷରେ ପାଦ ଥାପିଲେ ରାହୁଲ , ଟ୍ୱିଟ କରି ଶୁଭେତ୍ସା ଜଣାଇଲେ ମୋଦୀ

June 19, 2019, ଦେଶଦୁନିଆ, , Bhagyaprabha News Bureau
୪୯ ବର୍ଷରେ ପାଦ ଥାପିଲେ ରାହୁଲ , ଟ୍ୱିଟ କରି ଶୁଭେତ୍ସା ଜଣାଇଲେ ମୋଦୀ
Bhagyaprabha News Bureau
June 19, 2019

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରା଼ଜୀଭ ଗାନ୍ଧୀ ଓ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧକ୍ଷା ସୋନିଆ ଗାନ୍ଧୀଙ୍କ ସୁପୁତ୍ର ତଥା କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ । ଏହି ପରିପ୍ରେକ୍ଷୀରେ ଦେଶର କୋଣ ଅନୁକୋଣରୁ ରାହୁଲଙ୍କୁ ଶୁଭେତ୍ସାର ସୁଅ ଛୁଟିବାରେ ଲାଗିଛି ।


1560931959.jpg


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାହୁଲଙ୍କୁ ଜନ୍ମଦିନରେ ଶୁଭେତ୍ସା ଜଣାଇଛନ୍ତି । ଟ୍ୱିଟ କରି ମୋଦି ଏହି ଶୁଭେତ୍ସା ଜଣାଇଛନ୍ତି । ୧୯୭୦ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ରାହୁଲ ଆଜି ୪୯ ବର୍ଷରେ ପାଦ ଥାପିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଅନୁଷ୍ଠିତ ହେବାକୁ ଯାଉଛି ସର୍ବଦଳୀୟ ବୈଠକ ,  ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଅନୁଷ୍ଠିତ ହେବାକୁ ଯାଉଛି ସର୍ବଦଳୀୟ ବୈଠକ , ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Read More...

 ନମିତା ପ୍ରଧାନଙ୍କ  ପରିବାରକୁ ୪ଲକ୍ଷ ଟଙ୍କାର ଚେକ ପ୍ରଦାନ

ନମିତା ପ୍ରଧାନଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଚେକ ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: