କୁଇନ ୟୁନିଭର୍ସ ମିସେସ୍‌ ଓଡ଼ିଶା ମୁକୁଟ ବିଜୟିନୀ ହୋଇଛନ୍ତି ସମ୍ବଲପୁରର ମନୀଷା

June 20, 2019, ମନୋରଞ୍ଜନ, , Bhagyaprabha News Bureau
କୁଇନ ୟୁନିଭର୍ସ ମିସେସ୍‌ ଓଡ଼ିଶା ମୁକୁଟ ବିଜୟିନୀ ହୋଇଛନ୍ତି ସମ୍ବଲପୁରର ମନୀଷା
Bhagyaprabha News Bureau
June 20, 2019

ସମ୍ବଲପୁରର ମନୀଷା ମହାପାତ୍ର କୁଇନ୍‌ ୟୁନିଭର୍ସ ମିସେସ୍‌ ଓଡ଼ିଶା ମୁକୁଟ ବିଜୟିନୀ ହୋଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜ୍ୟ ବର୍ଗରେ ମନୀଷା ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ଗତ ୫ ଦିନ ଧରି ଅନୁଷ୍ଠିତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଗ୍ରୁମିଂ ସେସନ, କ୍ୟାଟ୍‌ ୱାକ, ସୁଇମ୍ ୱେର, ସାକ୍ଷାତକାର ଓ ମଞ୍ଚ ପ୍ରଦର୍ଶନ ଆଦି ରାଉଣ୍ଡ ପରେ ଗତ ମଙ୍ଗଳବାର ଦିନ ବିଜେତା ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ଆୟୋଜନକାରୀ ସଂସ୍ଥା ଏମ୍‌ଆଇଏଚ୍‌ଏମ୍‌ କୁଇନ ୟୁନିଭର୍ସର ପ୍ରତିଷ୍ଠାତା ନାଜ ଯୋଶୀ, ଜାତୀୟ ନିର୍ଦ୍ଦେଶିକା ନେହା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର ମୁଦିପଡ଼ା ଲେବର କଲୋନି ନିବାସୀ ମନୀଷା ଏହି ପ୍ରତିଯୋଗିତା ପାଇଁ ୬ ମାସ ହେଲା ପ୍ରସ୍ତୁତି ଚଳାଇଥିଲେ।ଏହି କ୍ରମରେ ସେ ମହିଳା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ କରିବା ସହ ଶୋଷିତ ମହିଳାମାନଙ୍କ ସଂପର୍କରେ ଗବେଷଣା ମଧ୍ୟ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେଲଗୁଣ୍ଠା ଶିବମନ୍ଦିର ପାଖ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତ ଶବ ଉଦ୍ଧାର।

ବେଲଗୁଣ୍ଠା ଶିବମନ୍ଦିର ପାଖ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତ ଶବ ଉଦ୍ଧାର।

Read More...

ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ  - ସମୀର ଦାଶ

ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ - ସମୀର ଦାଶ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: