ବିଶ୍ୱକପ କ୍ରିକେଟର ୨୮ତମ ମ୍ୟାଚରେ ଭାରତର କଷ୍ଟସାଧ୍ୟ ବିଜୟ

June 23, 2019, ଖେଳ, , Bhagyaprabha News Bureau
ବିଶ୍ୱକପ କ୍ରିକେଟର ୨୮ତମ ମ୍ୟାଚରେ ଭାରତର କଷ୍ଟସାଧ୍ୟ ବିଜୟ
Bhagyaprabha News Bureau
June 23, 2019

ବିଶ୍ୱକପ କ୍ରିକେଟର ୨୮ତମ ମ୍ୟାଚ ଗତକାଲି ଇଂଲଣ୍ଡର ସାଉଥମ୍ପଟନର ହାମ୍ପସାୟାର ବାଉଲ୍ ଷ୍ଟାଡିୟମରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ ଇଣ୍ଡିଆ ୧୧ ରନରେ ଆଫଗାନିସ୍ତାନକୁ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି। ଗତକାଲି ପ୍ରଥମେ ଟସ ଜିତି ଟିମ ଇଣ୍ଡିଆ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ବିରାଟ୍ କୋହଲିଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଫଗାନିସ୍ତାନ ସ୍ପିନରଙ୍କୁ ସାମ୍ନା କରିପାରିନଥିଲେ। ଏହାର ଜବାବରେ ଆଫଗାନିସ୍ତାନ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୩ ରନ୍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ମହମ୍ମଦ ଶାମି ଶେଷ ଓଭରରେ ହ୍ୟାଟ୍ରିକ୍ ୱିକେଟ୍ ନେଇ ଭାରତ ବିଜୟରେ ମୁଖ୍ୟ ସୂତ୍ରଧର ବିବେଚିତ ହୋଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ବିଜେପି ଦଳୀୟ  ବୈଠକ ଅନୁଷ୍ଠିତ   , ବଛାହେବେ ବିଧାୟକ ଦଳ ନେତା

ଆଜି ବିଜେପି ଦଳୀୟ ବୈଠକ ଅନୁଷ୍ଠିତ , ବଛାହେବେ ବିଧାୟକ ଦଳ ନେତା

Read More...

୧ ଲକ୍ଷ ୯୦ ହଜାର ଟଙ୍କା ଚୋରି ଘଟଣାରେ ଜଣେ ଗିରଫ

୧ ଲକ୍ଷ ୯୦ ହଜାର ଟଙ୍କା ଚୋରି ଘଟଣାରେ ଜଣେ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: