ଗୁଜରାଟରୁ ରାଜ୍ୟସଭା ପାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ଏସ୍ ଜୟଶଙ୍କର

June 25, 2019, ରାଜନୀତି, , Bhagyaprabha News Bureau
ଗୁଜରାଟରୁ ରାଜ୍ୟସଭା ପାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ଏସ୍ ଜୟଶଙ୍କର
Bhagyaprabha News Bureau
June 25, 2019

ରାଜ୍ୟସଭା ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଆଜି ସେ ଗୁଜୁରାଟର ଗାନ୍ଧୀ ନଗରରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି । ସେ ଗତକାଲି ସଂସଦ ଭବନରେ ସେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ଏହାପରେ ଜୟଶଙ୍କରଙ୍କୁ ବିଜେପି ଗୁଜରାଟରୁ ରାଜ୍ୟସଭା ପ୍ରାର୍ଥୀ କରିବାର ଯୋଜନା କରୁଥିବା ଜଣାପଡ଼ିଥିଲା।ସୁଚନାଯୋଗ୍ୟ , ଜୟଶଙ୍କର ହେଉଛନ୍ତି ଜଣାଶୁଣା ରଣନୀତିକାର ସୁବ୍ରମଣ୍ୟମଙ୍କ ପୁତ୍ର । ସେ ୧୯୭୭ ବ୍ୟାଚର ଏହି ଭାରତୀୟ ବିଦେଶ ସେବା ଅଧିକାରୀ ପୂର୍ବରୁ ବିଦେଶ ସଚିବ ଥିଲେ। ବିଦେଶ ବ୍ୟାପାର କ୍ଷେତ୍ରରେ ସେ ମୋଦୀଙ୍କର ଜଣେ କ୍ରାଇସିସ୍ ମ୍ୟାନେଜର ଭାବେ ଜଣାଶୁଣା।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଚମକକାଇଲେ ଓଡ଼ିଆ ପୁଅ ଶ୍ରେୟାଶ

ପୁଣି ଚମକକାଇଲେ ଓଡ଼ିଆ ପୁଅ ଶ୍ରେୟାଶ

Read More...

ସଦର ଥାନା ନିକଟରୁ ୮ଫୁଟର ଅଜଗର ଉଦ୍ଧାର

ସଦର ଥାନା ନିକଟରୁ ୮ଫୁଟର ଅଜଗର ଉଦ୍ଧାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: