ଘୋଷଯାତ୍ରା ଲାଗି ଚଳଚଞ୍ଚଳ ରଥଖଳା, ଜୋରସୋରରେ ଚାଲିଛି ରଥ ନିର୍ମାଣ

June 25, 2019, ଓଡ଼ିଶା, ପୁରୀ, Bhagyaprabha News Bureau
ଘୋଷଯାତ୍ରା ଲାଗି ଚଳଚଞ୍ଚଳ ରଥଖଳା, ଜୋରସୋରରେ ଚାଲିଛି ରଥ ନିର୍ମାଣ
Bhagyaprabha News Bureau
June 25, 2019

ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ଚଳଚଞ୍ଚଳ ରଥଖଳା। ବିଶ୍ୱକର୍ମା ମହାରଣାଙ୍କୁ ଫୁରସତ ନାହିଁ । ରଥଯାତ୍ରାକୁ ଆଉ ୮ ଦିନ ବାକି ଥିବା ବେଳେ ଏବେ ତିନି ରଥ ନିର୍ମାଣ କାମ ଜୋରସୋର ଚାଲିଛି । ୩ ରଥର ଦ୍ୱିତୀୟ ଭୂଇଁ ସଂଯୋଗ କାମ ଆରମ୍ଭ ହେଉଛି। ପ୍ରତି ରଥରେ ୩ଟି ଭୂଇଁ ନିର୍ମାଣ କରାଯିବା ପରେ ଉପର ଅଂଶ ପୋଟଳ ନିର୍ମାଣ କାର୍ଯ୍ୟ ହେବ। ସ୍ନାନ ପୂର୍ଣ୍ଣିମାରୁ ୪ ନାହାକା କାମ ଶେଷ ହୋଇଥିବା ବେଳେ ବର୍ତ୍ତମାନ ୧୪ ନାହାକା ନିର୍ମାଣ କାମ ଜାରି ରହିଛି। ସେପଟେ ୩ ରଥର ସୌନ୍ଦର୍ଯ୍ୟକରଣ କାମରେ ରୂପକାର ଓ ଚିତ୍ରକରମାନେ ଲାଗିପଡ଼ିଛନ୍ତି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁଲାଇ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦେବେ ସବୁ ସରକାରୀ କର୍ମଚାରୀ :ରାଜ୍ୟ ଲୋକାୟୁକ୍ତ

ଜୁଲାଇ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦେବେ ସବୁ ସରକାରୀ କର୍ମଚାରୀ :ରାଜ୍ୟ ଲୋକାୟୁକ୍ତ

Read More...

ପୁଣି ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ପୁଣି ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: