ପୁରୀରେ ବିଜେପିର ରାଷ୍ଟ୍ରୀୟ ଜନଜାତୀ ମୋର୍ଚ୍ଚାର ମହାଅଧିବେଶନ 

February 02, 2019, ଓଡ଼ିଶା, ପୁରୀ, Bhagyaprabha News Bureau
 ପୁରୀରେ ବିଜେପିର ରାଷ୍ଟ୍ରୀୟ ଜନଜାତୀ ମୋର୍ଚ୍ଚାର ମହାଅଧିବେଶନ 
Bhagyaprabha News Bureau
February 02, 2019

ପୁରୀରେ ୨ ଦିନିଆ ବିଜେପି ଅନୁସୁଚିତ ଜନଜାତି ରାଷ୍ଟ୍ରୀୟ ମହାଅଧିବେସନ ଆରମ୍ଭ ଦୋଇଯାଇଛି । ଏହି ରାଷ୍ଟ୍ରୀୟ ଅଧିବେସନକୁ ଅଧ୍ୟକ୍ଷ ରାମବିଚାର ନେତନଙ୍କ ଦ୍ୱାରା ଉଦଘାଟିତ ଦୋଇଯାଇଛି । ଏହି ଅଧିବେସନରେ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଦୁଇଟି ରାଜ୍ୟ ଆସାମ ଓ ମେଘାଳୟର ମୁଖ୍ୟମନ୍ତ୍ରୀ ଓ ତ୍ରୀପୁରାର ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ଆସନ୍ତାକାଲି ବିଶାଳ ଆଦିବାସୀ ରାଲି କରିବାକୁ ଯୋଜନା କରିଛି ଆଦିବାସୀ ମୋର୍ଚ୍ଚା । ଏହି ରାଲିରେ ଲକ୍ଷାଧିକ ଜନସମାବେଶର କାର୍ଯ୍ୟକ୍ରମ ରହିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଋଷିକୂଲ୍ୟା କଂସାରି ଗଣ୍ଡରେ ବ୍ୟାରେଜ ଓ ବ୍ରିଜ ନିର୍ମାଣ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଜନପ୍ରତିନିଧି

ଋଷିକୂଲ୍ୟା କଂସାରି ଗଣ୍ଡରେ ବ୍ୟାରେଜ ଓ ବ୍ରିଜ ନିର୍ମାଣ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଜନପ୍ରତିନିଧି

Read More...

୨୧୧୯ଟି ଶିଶୁ ଉଦ୍ଧାର କଲା ଅପରେସନ ସ୍ମାଇଲ

୨୧୧୯ଟି ଶିଶୁ ଉଦ୍ଧାର କଲା ଅପରେସନ ସ୍ମାଇଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: