ହାଇକୋର୍ଟର ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ନେଲେ ଅଶୋକ ପରିଜା

June 26, 2019, ଓଡ଼ିଶା, , Bhagyaprabha News Bureau
ହାଇକୋର୍ଟର ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ନେଲେ ଅଶୋକ ପରିଜା
Bhagyaprabha News Bureau
June 26, 2019

ଆଜି ବିଧିବଦ୍ଧ ଭାବେ ହାଇକୋର୍ଟର ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇନଜୀନୀ ଅଶୋକ ପରିଜା । ସୁଚନାଯୋଗ୍ୟ , ବରିଷ୍ଠ ଆଡ଼ଭୋକେଟ ତଥା ବାର କାଉନସିଲ ଅଫ୍ ଇଣ୍ଡିଆର ପୂର୍ବତନ ଚେୟାରମ୍ୟାନ ଅଶୋକ ପରିଜାଙ୍କୁ ସରକାର ଆଡ଼ଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି ।ସୁଚନାଯୋଗ୍ୟ, ମାତ୍ର ୨୩ ବର୍ଷ ବୟସରୁ ଅଶୋକ ପରିଜା ଓଡ଼ିଶା ବାର କାଉନସିଲରେ ଜଣେ ଆଡ଼ଭୋକେଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶାର ପୂର୍ବତନ ଆଡ଼ଭୋକେଟ ଜେନେରାଲ୍ ବିଜୟ କୁମାର ମହାନ୍ତିଙ୍କ ଅଧୀନରେ ସେ ତାଙ୍କ ଆଇନ ବୃତ୍ତି ଆରମ୍ଭ କରିଥିଲେ ।୨୦୦୩ରେ ଜଣେ ବରିଷ୍ଠ ଆଇନଜୀବୀ ମର୍ଯ୍ୟାଦା ହାସଲ କରିବା ପରେ,୨୦୦୮ ରେ ରାଜ୍ୟ ବାର କାଉନସିଲର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୧ରେ ଅଶୋଖ ପରିଜା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ। ୨୦୧୬ ମସିହାରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ରିକେଟ ବିଶ୍ୱକପର ୩୩ ତମ ମୁକାବିଲାରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ

କ୍ରିକେଟ ବିଶ୍ୱକପର ୩୩ ତମ ମୁକାବିଲାରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ

Read More...

ଭାରତ ଗସ୍ତରେ ଆସଛନ୍ତି ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିୟୋ

ଭାରତ ଗସ୍ତରେ ଆସଛନ୍ତି ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିୟୋ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: