ଗଞ୍ଜାମ ଜିଲ୍ଲାରେ ଯୁବକଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ

June 27, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ଗଞ୍ଜାମ ଜିଲ୍ଲାରେ ଯୁବକଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ
Bhagyaprabha News Bureau
June 27, 2019

ଗଞ୍ଜାମ ଜିଲ୍ଲା ବି.ଏନ .ପୁର ଥାନା ଅଧିନସ୍ଥ ଅଞ୍ଚଳରେ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକ ଜଣକ ବରିଗାଁର ଦୃଷ୍ଟିହୀନ ପ୍ରଭାକର ସେଠୀ ବୋଲି ଜଣାପଡିଛି । ସୁଚନାନୁସାରେ , ପ୍ରଭାକର ସ୍ଥାନୀୟ ଖଲ୍ଲିକୋଟ କଲେଜରେ +୨ର ଛାତ୍ର ଥିଲେ । ଗତକାଲି ପ୍ରାୟ ରାତି ୧୦ଟା ସମୟରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ସ୍ଥାନୀୟଲୋକେ ପୋଲିସକୁ ସୁଚନାଦେଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ମାଜିଷ୍ଟେଟଙ୍କ ଉପସ୍ଥିତିରେପୋଲିସ ତଦନ୍ତ ଜାରି ରଖିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତା ଜୁଲାଇ ୭ ତାରିଖରେ ହେବ ସିଟିଇଟି

ଆସନ୍ତା ଜୁଲାଇ ୭ ତାରିଖରେ ହେବ ସିଟିଇଟି

Read More...

ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟ ନ ପହଞ୍ଚିଲେ କଟିବ ଦରମା

ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟ ନ ପହଞ୍ଚିଲେ କଟିବ ଦରମା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: