ଭୁବନେଶ୍ୱର ମହାନଗର କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରେମଚାନ୍ଦ ଚୌଧରୀ

June 28, 2019, ଓଡ଼ିଶା, , Bhagyaprabha News Bureau
ଭୁବନେଶ୍ୱର ମହାନଗର କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରେମଚାନ୍ଦ ଚୌଧରୀ
Bhagyaprabha News Bureau
June 28, 2019

ଭୁବନେଶ୍ବର ମହାନଗର ନିଗମର ନୂତନ ବି.ଏମ.ସି କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରେମଚାନ୍ଦ ଚୌଧରୀ । ଭୁବନେଶ୍ୱର ମହାନଗର କମିଶନରଭାବେ ଦାୟିତ୍ବ ଗ୍ରହଣ କରିବା ବିଏମସିର ସମସ୍ତ କର୍ମଚାରୀ ତାଙ୍କୁ ସ୍ବାଗତ କରିଥିଲେ । ଦାୟିତ୍ବ ଗ୍ରହଣ କରିବାପରେ ଶ୍ରୀ. ଚୌଧୁରୀ କହିଛନ୍ତି , ରାଜଧାନୀରେ ଡ୍ରେନେଜ ଓ ସ୍ୱେରେଜ ବ୍ୟବସ୍ଥା ସଜାଡିବା ମୁଖ୍ୟ ଲକ୍ଷ ରହିବ । ସ୍ମାର୍ଟସିଟିର ବିକାଶ ପାଇଁ ବିଭିନ୍ନ ଉନ୍ନତ୍ତିମୂଳକ କାର୍ଯ୍ୟ କରିବା ସହ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବା ପାଇଁ କହିଛନ୍ତି । ସୁଚନାଯୋଗ୍ୟ, ପୁର୍ବରୁ ପ୍ରେମଚାନ୍ଦ ଚୌଧୁରୀ ଗଞ୍ଜାମ ଓ କେନ୍ଦ୍ରପଡା ଜିଲ୍ଲାପାଳର ଦାୟିତ୍ୱ ତୁଲାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସ.ଏମ.ଆଇ.ଟି ତରଫରୁ ନବଜୀବନ ବାଳାଶ୍ରମରେ ପୋଷାକ ବଣ୍ଟନ

ଏସ.ଏମ.ଆଇ.ଟି ତରଫରୁ ନବଜୀବନ ବାଳାଶ୍ରମରେ ପୋଷାକ ବଣ୍ଟନ

Read More...

 ଜି-୨୦ ବୈଠକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ , ଦ୍ୱିପାକ୍ଷିକ ସମ୍ପର୍କ ନେଇ ଟ୍ରମ୍ପଙ୍କ ସହ ଆଲୋଚନା

ଜି-୨୦ ବୈଠକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ , ଦ୍ୱିପାକ୍ଷିକ ସମ୍ପର୍କ ନେଇ ଟ୍ରମ୍ପଙ୍କ ସହ ଆଲୋଚନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: