ଇସ୍ପାତ ଓ ଖଣି ଅତିରିକ୍ତ ସଚିବଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ , କାରଣ ଅସ୍ପଷ୍ଟ

June 28, 2019, ଅପରାଧ, , Bhagyaprabha News Bureau
ଇସ୍ପାତ ଓ ଖଣି ଅତିରିକ୍ତ ସଚିବଙ୍କୁ ଦୁର୍ବୁତ୍ତଙ୍କ  ଆକ୍ରମଣ , କାରଣ ଅସ୍ପଷ୍ଟ
Bhagyaprabha News Bureau
June 28, 2019

ରାଜ୍ୟଇସ୍ପାତ ଓ ଖଣି ଅତିରିକ୍ତ ସଚିବ ବଟକୃଷ୍ଣ ଦେହୁରିଙ୍କ ଉପରକୁ ଆକ୍ରମଣ ହୋଇଛି ।ତେବେ କେଇଁ କାରଣ ପାଇଁ ଆକ୍ରମଣ କରାଯାଇଛି ତାହା ଏପର୍ଯ୍ୟାନ୍ତ ଜଣାପଡିନାହିଁ । ଗୁରୁବାର ସନ୍ଧ୍ୟାରେ ୟୁନିଟ-୬ ସ୍ଥିତ ଘର ଭିତରକୁ ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ତାଙ୍କ ଆଣ୍ଠୁରେ ଶକ୍ତ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଖା ଭିତରୁ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ଅଖା ଭିତରୁ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

Read More...

ସମଲେଶ୍ବରୀ ଦୁର୍ଘଟଣା ତଦନ୍ତରେ ନିରାପତ୍ତା କମିଶନର ଆର୍ କେ ଶର୍ମା ରାୟଗଡରେ

ସମଲେଶ୍ବରୀ ଦୁର୍ଘଟଣା ତଦନ୍ତରେ ନିରାପତ୍ତା କମିଶନର ଆର୍ କେ ଶର୍ମା ରାୟଗଡରେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: