ଓଡିଶା ପ୍ରାନ୍ତୀୟ ମେଧା ଓ ଗଣିତ ପରୀକ୍ଷାରେ ନୀଳକଣ୍ଠ ନଗର ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀଙ୍କ କୃତିତ୍ୱ

June 28, 2019, ଶିକ୍ଷା, ଗଞ୍ଜାମ, Bhagyaprabha News Bureau
ଓଡିଶା ପ୍ରାନ୍ତୀୟ ମେଧା ଓ ଗଣିତ ପରୀକ୍ଷାରେ ନୀଳକଣ୍ଠ ନଗର ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀଙ୍କ କୃତିତ୍ୱ
Bhagyaprabha News Bureau
June 28, 2019

ଶିକ୍ଷା ବିକାଶ ସମିତି , ଓଡିଶା ଆନୁକୂଲ୍ୟରେ ପରିଚାଳିତ ପ୍ରାନ୍ତୀୟ ମେଧା ଗଣିତ ଓ ପ୍ରତିଭା ପରୀକ୍ଷାରେ ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀମାନେ ପ୍ରଥମ ୧୦ଟି ପରୀକ୍ଷାରୁ ୭ଟି ପରୀକ୍ଷାରେ ରାଙ୍କ ରଖି ବିଦ୍ୟାଳୟର ପୁର୍ବ ଗାରିମାକୁ ବଜାୟ ରଖିଛନ୍ତି । ସପ୍ତମ ଶ୍ରେଣୀ ମେଧା ପରୀକ୍ଷାରେ ଶ୍ବାସତ ସାହୁ ୨ୟ ସ୍ଥାନ, ରୁଦ୍ର ପ୍ରତାପ ସ୍ବାଇଁ ୬ଷ୍ଠ ସ୍ଥାନ, ସାଗର ମହାପାତ୍ର ନବମ ସ୍ଥାନରେ ରହିଥିବାବେଳେ ଶ୍ରୀ ଭାରତୀ କୃଷ୍ଣ ମେଧା ପରୀକ୍ଷାରେ ଶ୍ବାସତ ସାହୁ ୨ୟ ସ୍ଥାନ ଓ ଶୁଭାଶିଷ ଦାସ ନବମ ସ୍ଥାନ ଅଧିକାର କରିଛନ୍ତି । ୯ମ ଶ୍ରେଣୀ ମେଧା ପରୀକ୍ଷାରେ ଆଶୁତୋଷ ପାଢୀ ୧ମ ସ୍ଥାନ, ସତ୍ୟଜିତ ଦଳାଇ ତୃତୀୟ ସ୍ଥାନ, ଅରୁଲାଲ ସେନାପତି ୪ର୍ଥ ସ୍ଥାନ ଏବ° ସୈମିତ୍ର ନାୟକ ପଞ୍ଚମ ସ୍ଥାନ ,ସୂର୍ଯ୍ୟାସ୍ମାତା ପ୍ରିୟଦର୍ଶିନୀ ଷଷ୍ଠ ସ୍ଥାନ ,ସ୍ବାଗତ ପାଣିଗ୍ରାହୀ ସପ୍ତମ ଓ ରୁଦ୍ର ପ୍ରସାଦ ରଥ ଅଷ୍ଟମ ସ୍ଥାନଅଧିକାର କରିଥିଲେ । ଛାତ୍ରଛାତ୍ରୀଙ୍କ ଏହି ରାଜ୍ୟ ସ୍ତରୀୟ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ. ଶ୍ରୀକାନ୍ତ ମହାପାତ୍ର , ଉପସଭାପତି ଶ୍ରୀଯୁକ୍ର ହରିକୃଷ୍ଣ ନାୟକ ସମସ୍ତ ଆଚାର୍ଯ୍ୟଆଚାର୍ଯ୍ୟା ତଥା ଅଭିଭାବକଙ୍କ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଳାସପୁର ରୁ ଡେଙ୍ଗାଉତ୍ସା ରାସ୍ତାରେ ଓଲଟିଲା କାର

ପଳାସପୁର ରୁ ଡେଙ୍ଗାଉତ୍ସା ରାସ୍ତାରେ ଓଲଟିଲା କାର

Read More...

ଅଖା ଭିତରୁ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ଅଖା ଭିତରୁ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: