ଗଡ଼ିଲା ‘କାଳିଆ ରଥ’ : ‘କାଳିଆ’ ଯୋଜନା ସର୍ମ୍ପକରେ କରିବ ସଚେତନ

February 03, 2019, ଓଡ଼ିଶା, , Bhagyaprabha News Bureau
ଗଡ଼ିଲା ‘କାଳିଆ ରଥ’ : ‘କାଳିଆ’ ଯୋଜନା ସର୍ମ୍ପକରେ କରିବ ସଚେତନ
Bhagyaprabha News Bureau
February 03, 2019

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ରଥ ଶୁଭାରମ୍ଭ କରିଛନ୍ତି। ଏହି ରଥ ୩୦ଟି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବୁଲି ଚାଷୀମାନଙ୍କୁ ‘କାଳିଆ’ ଯୋଜନା ସର୍ମ୍ପକରେ ଅବଗତ କରିବ। ସାରା ରାଜ୍ୟରେ ମୋଟ ୧୫୦ କାଳିଆ ରଥ ‘କାଳିଆ’ ଯୋଜନା ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇବ।


ଗତକାଲି ପ୍ରଥମ ପର୍ଯ୍ୟାୟରେ ୨୦ଟି ରଥକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହାପରେ ୧୩୦ଟି କାଳିଆ ରଥକୁ ଏଥିରେ ସାମିଲ କରାଯିବ। ଏହି ରଥ ଏକ ମାସ ଧରି ସାରା ରାଜ୍ୟରେ ଚାଲିବ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧରାକୋଟ ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର  ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ୱାର୍ଡ଼ କମିଟି ବୈଠକ

ଧରାକୋଟ ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ୱାର୍ଡ଼ କମିଟି ବୈଠକ

Read More...

ଟ୍ରାକ୍‌ରୁ ବାହାରି ଗଲା ସୀମାଞ୍ଚଳ ଏକ୍ସପ୍ରେସ୍‌, ୬ ମୃତ, ଏକାଧିକ ଆହତ

ଟ୍ରାକ୍‌ରୁ ବାହାରି ଗଲା ସୀମାଞ୍ଚଳ ଏକ୍ସପ୍ରେସ୍‌, ୬ ମୃତ, ଏକାଧିକ ଆହତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: