ଆଜି ଶ୍ରୀଜୀଉଙ୍କର ଘଣାଲାଗି ଏବଂ ଖଳି ବିଜେ ନୀତି

July 01, 2019, ଓଡ଼ିଶା, ପୁରୀ, Bhagyaprabha News Bureau
ଆଜି ଶ୍ରୀଜୀଉଙ୍କର ଘଣାଲାଗି ଏବଂ ଖଳି ବିଜେ ନୀତି
Bhagyaprabha News Bureau
July 01, 2019

୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇପଡ଼ିଥିବା ଶ୍ରୀବିଗ୍ରହ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ। ତ୍ରୟୋଦଶୀରେ ପୁରୀରେ ଶ୍ରୀଜୀଉଙ୍କର ଘଣାଲାଗି ଏବଂ ଖଳି ବିଜେ ନୀତି ମଧ୍ୟ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁଶୋଭିତ କରିବା ପରେ ଲାଗି ହେବ ଦିବ୍ୟ ପ୍ରଲେପ ଓ ଖଳି ପ୍ରସାଦ। ଏହାପରେ ଶ୍ରୀଜୀଉଙ୍କ ଶୃଙ୍ଗାର କରାଯାଇ ବନକନୀତି ହେବ। ଆସନ୍ତାକାଲତି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଦେବେ। ଦୀର୍ଘ ୧୫ଦିନ ଅଣସର ଘରେ ରହିବା ପରେ ଆସନ୍ତାକାଲି ନବଯୌବନ ଦର୍ଶନ ଦେବେ ମହାପ୍ରଭୁ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନେପାଳରେ ଆୟୋଜିତ ହେବ ଆଇଫା ପୁରସ୍କାର ଉତ୍ସବ

ନେପାଳରେ ଆୟୋଜିତ ହେବ ଆଇଫା ପୁରସ୍କାର ଉତ୍ସବ

Read More...

କ୍ରିକେଟ ବିଶ୍ଵକପର ୩୯ତମ ମ୍ୟାଚରେ ୱେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ମୁହାଁମୁହିଁ

କ୍ରିକେଟ ବିଶ୍ଵକପର ୩୯ତମ ମ୍ୟାଚରେ ୱେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ମୁହାଁମୁହିଁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: