ବକ୍ସ ଅଫିସରେ ‘ସେଲ୍‌ଫିସ୍‌ ଦିଲ୍‌’ ଓ ‘ଅଭିମାନ’ ମଧ୍ୟରେ ହେବ ଲଢେଇ !

July 04, 2019, ମନୋରଞ୍ଜନ, , Bhagyaprabha News Bureau
ବକ୍ସ ଅଫିସରେ ‘ସେଲ୍‌ଫିସ୍‌ ଦିଲ୍‌’ ଓ ‘ଅଭିମାନ’ ମଧ୍ୟରେ ହେବ  ଲଢେଇ !
Bhagyaprabha News Bureau
July 04, 2019

ଆଜି’ ରଥଯାତ୍ରା ଅବସରରେ ଦୁଇଟି ମୁକ୍ତିଲାଭ କରିବ ଦୁଇଟି ସିନେମା ହେଲା ‘ଅଭିମାନ’ ଏବଂ ‘ସେଲ୍‌ଫିସ୍‌ ଦିଲ୍‌’। ‘ଅଭିମାନ’ର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରଓ୍ଵାଲ ଏବଂ ନମିତା ଅଗ୍ରଓ୍ଵାଲ୍‌। ସିଦ୍ଧାର୍ଥ ଟିଭି ନିବେଦିତ ‘ଅଭିମାନ’ର ମୃତ୍ୟୁଞ୍ଜୟ ସାହୁ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ‘ସେଲ୍‌ଫିସ୍‌ ଦିଲ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ବସନ୍ତ ସାହୁ ।


1562216523.jpg


ଏହି ଫିଲ୍ମରେ ନବାଗତ ଶ୍ରେୟାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ସୂରମୟୀ। ସୂରମୟୀଙ୍କୁ ପୂର୍ବରୁ ଦର୍ଶକ ‘ଭଲପାଏ ତତେ ୧୦୦ ରୁ ୧୦୦’,‘ଆଖି ଖୋଲିଲେ ତୁ ହି ତୁ’,ଓ ‘ଶକ୍ତି’ ଆଦି ସିନେମାରେ ପାଇଛନ୍ତି। ‘ଅଭିମାନ’ରେ ପୁଣି ଥରେ ଦର୍ଶକ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇବେ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲିରେ ବଡ଼ଠାକୁରଙ୍କ ବଡ଼ଯାତ୍ରାର ଅଭିନନ୍ଦନ

ବାଲିରେ ବଡ଼ଠାକୁରଙ୍କ ବଡ଼ଯାତ୍ରାର ଅଭିନନ୍ଦନ

Read More...

ଓଡିଆ ଝିଅ ପିନ୍ଧିଲେ ମିସେସ କୁଇନ୍ ୟୁନିଭର୍ସ ମୁକୁଟ

ଓଡିଆ ଝିଅ ପିନ୍ଧିଲେ ମିସେସ କୁଇନ୍ ୟୁନିଭର୍ସ ମୁକୁଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: