ଭାରତୀୟ କ୍ରିକେଟ ଟିମ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

July 07, 2019, ଖେଳ, , Bhagyaprabha News Bureau
ଭାରତୀୟ କ୍ରିକେଟ ଟିମ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Bhagyaprabha News Bureau
July 07, 2019

ଚଳିତ ବିଶ୍ୱକପରେ ଗତକାଲି ଶ୍ରୀଲଙ୍କାକୁ ପରାସ୍ତ କରି ଭାରତର ପଞ୍ଚମ ବଡ ଧରଣର ବିଜୟ ପରେ ଭାରତୀୟ ଟିମ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱକପରେ ୧୫ ପଏଂଟ ସହ ପଏଂଟ ଟେବୁଲ ଶୀର୍ଷରେ ଥିବା ଟିମ ଇଣ୍ଡିଆ ଆଗାମୀ ୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ସେମି ଫାଇନାଲ ମ୍ୟାଚ୍ । ଭାରତୀୟ ଟିମକୁ ବିଶ୍ୱକପ୍ ସେମି ଫାଇନାଲ ମ୍ୟାଚ୍ ପାଇଁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ, ବିଶ୍ୱକପ୍ ରାଉଣ୍ଡ ରବିନ୍ ଲିଗର ଶେଷ ମ୍ୟାଚରେ ବିରାଟ ବାହିନୀ ଶ୍ରୀଲଙ୍କା


1562477375.jpg


ବିପକ୍ଷରେ ବଡ଼ ବିଜୟ ବିଜୟ ସହିତ ବିଶ୍ୱକପ୍ ପଏଂଟ ଟେବୁଲ୍ ଶୀର୍ଷକୁ ଉଠିଛି । ଦଳ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ । ତେବେ ଏଥର ବିଶ୍ୱକପରେ ଭାରତର ପ୍ରଦର୍ଶନକୁ ନେଇ ପାକିସ୍ତାନରେ ଦେଖିବାକୁ ମିଳିଛି ପ୍ରଶଂସା । ଭାରତ ଏଥର ବିଶ୍ୱକପ୍ ଜିତିବା ନେଇ ଆଲ୍ଲାଙ୍କୁ ଦୁଆ ମାଗୁଛନ୍ତି ପାକ୍ ପ୍ରଶଂସକ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯାଜପୁରରେ ରକ୍ତ ଜୁଡୁବୁଡୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁରରେ ରକ୍ତ ଜୁଡୁବୁଡୁ ଯୁବକଙ୍କ ମୃତଦେହ ଉଦ୍ଧାର

Read More...

ଶ୍ରୀଲଙ୍କାକୁ ପରାସ୍ତ କରି ଟିମ୍‌ ଇଣ୍ଡିଆର ବିଜୟ

ଶ୍ରୀଲଙ୍କାକୁ ପରାସ୍ତ କରି ଟିମ୍‌ ଇଣ୍ଡିଆର ବିଜୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: