ନେତାଜୀ ସାରସ୍ୱତ ମଞ୍ଚର ଆଲୋଚନା ଚକ୍ର ଅନୁଷ୍ଠିତ

July 08, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ନେତାଜୀ ସାରସ୍ୱତ ମଞ୍ଚର ଆଲୋଚନା ଚକ୍ର ଅନୁଷ୍ଠିତ
Bhagyaprabha News Bureau
July 08, 2019

ନେତାଜୀ ସାରସ୍ୱତ ମଞ୍ଚର ଜୁଲାଇ ମାସ କ୍ଷୁଦ୍ରଗଳ୍ପ ଆସର ସ୍ଥାନୀୟ ଉତ୍କଳ ଆଶ୍ରମ ପ୍ରେକ୍ଷାଗୃହରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି l ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ବୟୋଜ୍ୟେଷ୍ଠ ସାହିତ୍ୟିକ ଡା. ଚନ୍ଦ୍ରମଣି ସ୍ୱାଇଁ ଓ ପ୍ରଫୁଲ୍ଲ ଚନ୍ଦ୍ର ରାଉତ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆସରର ଶୁଭାରମ୍ଭ କରିଥିଲେ l ଡ. କୁଳମଣି ଓଝା ଶ୍ରୀମଦ୍ଭlଗବତର ଏକ ଅଧ୍ୟାୟ ପାଠ କରିବା ପରେ ସମବେତ କଣ୍ଠରେ 'ବନ୍ଦେ ଡା. ଚନ୍ଦ୍ରମଣି ସ୍ୱାଇଁଙ୍କ ସଂଯୋଜନାରେ ସଞ୍ଚାଳିତ ଉକ୍ତ ଆସରରେ ପଠିତ ଗଳ୍ପ ଓ କଥାଧର୍ମୀ ଲେଖାଗୁଡ଼ିକର ସମୀକ୍ଷା କରିଥିଲେ ସମାଲୋଚକ ଡ. କୁଳମଣି ଓଝା l



1562566550.jpg


ଏହି ଆସରରେ ଦେବୀପ୍ରଭା ରଥ, ଶରତ କୁମାର ଦାସ, ସ୍ଵର୍ଣ୍ଣପ୍ରଭା ପାଢ଼ୀ, କାଳିନ୍ଦୀ ଚରଣ ନାୟକ, ସୁଧାଂଜଳି ମିଶ୍ର, ସରୋଜିନୀ ସାହୁ, ଡା. ଚନ୍ଦ୍ରମଣି ସ୍ୱାଇଁ, ପ୍ରଫୁଲ୍ଲ ଚନ୍ଦ୍ର ରାଉତ, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ଦେବୀପ୍ରସାଦ ମହାପାତ୍ର, ତପନ କୁମାର ପଟ୍ଟନାୟକ ଓ ସ୍ଵର୍ଣ୍ଣମୟୀ ପାଢ଼ୀ ପ୍ରମୁଖ ସ୍ୱରଚିତ ଗଳ୍ପ ପାଠ କରିଥିଲେ l ପରିଶେଷରେ ଡ. ବନମାଳୀ ପାଣିଗ୍ରାହୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ହେରା ପଞ୍ଚମୀ , ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଆଜି ହେରା ପଞ୍ଚମୀ , ରଥ ଭାଙ୍ଗିବେ ମହାଲକ୍ଷ୍ମୀ

Read More...

ପଥବିକ୍ରେତା ବ୍ୟବସାୟୀ ସଂଘ ପକ୍ଷରୁ ଆଲୋଚନା ସଭା

ପଥବିକ୍ରେତା ବ୍ୟବସାୟୀ ସଂଘ ପକ୍ଷରୁ ଆଲୋଚନା ସଭା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: