ପାଟକୁରାରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର

July 14, 2019, ରାଜନୀତି, , Bhagyaprabha News Bureau
ପାଟକୁରାରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର
Bhagyaprabha News Bureau
July 14, 2019

ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖଉଛି ହାଇଭୋଲଟେଜ ପ୍ରଚାର ସେତିକି ଯୋର ଧରୁଛି। କଂଗ୍ରେସ, ବିଜେପି ଓ ବିଜେଡି ତିନି ଦଳର ପ୍ରଚାରରେ ଲାଗିଛନ୍ତି ହେବି ୱେଟ ନେତା । ଆଜି ପାଟକୁରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥର ପ୍ରଚାର ।ସେହିଭଳି ୧୭ରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିବେ ପ୍ରଚାର ମଙ୍ଗ । ପାଟକୁରା ପାଇଁ ଅଣ୍ଟା ଭିଡିଦେଇଛନ୍ତି ୩ ପ୍ରମୁଖ ଦଳ । ବିଜେଡି ଯୁବ ସମାବେଶ, ପଦଯାତ୍ରା ସହ ଘର ଘରକୁ ଘର ବୁଲି ପ୍ରଚାର ଚଳାଇଛ। ହେବି ୱେଟ ନେତା , ମନ୍ତ୍ରୀ ଓ ବିଧାୟକ ସେଠାରେ ଡେରା ପକାଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନା ଡେରାବିଶରେ ଧରିଛନ୍ତି ପ୍ରଚାରମଙ୍ଗ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରାଦୀପ ଗସ୍ତରେ ଆସିବେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ

ପାରାଦୀପ ଗସ୍ତରେ ଆସିବେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ

Read More...

 ଭାରତ ଓ ପାକିସ୍ତାନ ମଧ୍ୟରେ ବୈଠକ

ଭାରତ ଓ ପାକିସ୍ତାନ ମଧ୍ୟରେ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: