ଇସ୍ତଫା ଦେଲେ ସିଦ୍ଧୁ

July 14, 2019, ଦେଶଦୁନିଆ, , Bhagyaprabha News Bureau
  ଇସ୍ତଫା ଦେଲେ ସିଦ୍ଧୁ
Bhagyaprabha News Bureau
July 14, 2019

ପଞ୍ଜାବ ମନ୍ତ୍ରୀମଣ୍ଡଳରୁ ନବଜ୍ୟୋତ ସିଂହ ସିଦ୍ଧୁ ଆଜି ଇସ୍ତଫା ଦେଇଥିବା ଜଣାପଡିଛି । ରାହୁଲ ଗାନ୍ଧିଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଏନେଇ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି ସିଦ୍ଧୁ । ନିଜ ଟୁଇଟରରେ ସିଦ୍ଧୁ ଲେଖିଛନ୍ତି, ଗତ ଜୁନ୍ ମାସ ୧୦ ତାରିଖରୁ ସେ ନିଜ ଇସ୍ତଫା ଦେଇଛନ୍ତି । ଏହା ସହ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିବା ନିଜର ଇସ୍ତଫାପତ୍ର ମଧ୍ୟ ସେ ଟୁଇଟରରେ ସେୟାର କରିଛନ୍ତି ।ସୂଚନାଯୋଗ୍ୟ , ଗତ କିଛି ମାସ ହେବ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ନବଜ୍ୟୋତ ସିଂହ ସିଦ୍ଧୁଙ୍କର ତୀବ୍ର ମତଭେଦ ଲାଗି ରହିଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡ଼ମ୍ପରକୁ ଧକ୍କା ଦେଲା ଯାତ୍ରୀବାହୀ ଅଟୋ : ୨ ଗୁରୁତର, ୪ ଆହତ

ଡ଼ମ୍ପରକୁ ଧକ୍କା ଦେଲା ଯାତ୍ରୀବାହୀ ଅଟୋ : ୨ ଗୁରୁତର, ୪ ଆହତ

Read More...

ପାରାଦୀପ ଗସ୍ତରେ ଆସିବେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ

ପାରାଦୀପ ଗସ୍ତରେ ଆସିବେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: