ବିଧାନସଭାରେ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ

February 04, 2019, ରାଜନୀତି, , Bhagyaprabha News Bureau
ବିଧାନସଭାରେ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ
Bhagyaprabha News Bureau
February 04, 2019


ପଞ୍ଚଦଶ ବିିଧାନସଭାର ଶେଷ ବଜେଟ୍‌ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବଜେଟ ଅଧିବେଶନର ଆରମ୍ଭରେ ଅଭିଭାଷଣ ପ୍ରଦାନ କରିଛନ୍ତି । ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ବଖାଣିଛନ୍ତି ରାଜ୍ୟପାଳ ।





– ସାଧାରଣ ବଂଟନ ବ୍ୟବସ୍ଥାରେ ଦେଶରେ ଓଡ଼ିଶା ନମ୍ବର ୱାନ୍ ।ରାଜ୍ୟରେ ଦ୍ରୁତ ଗତିରେ ଶିଳ୍ପାୟନ ବଢ଼ିବାରେ ଲାଗିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି ।


– ଚାଷୀ ଓ ଭାଗଚାଷୀଙ୍କୁ ମିଳୁଛି କାଳିଆ ସହାୟତା । କାଳିଆ ଯୋଂଜନାରେ ଚାଷୀଙ୍କ ଉନ୍ନତି ହେବ । ଚାଷୀଙ୍କୁ ଏକ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯାଉଛି । ଆଗାମୀ ଏପ୍ରିଲ ୧ ସୁଦ୍ଧାର ୦ ପ୍ରତିଶତ ଋଣରେ ସୁଧ ଯୋଗାଇ ଦିଆଯିବ । ୧୦ ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି ।


– ଡିଟିବି ଜରିଆରେ ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ଯାଉଛି । ଆମ ଗାଁ ଆମ ବିକାଶ ଯୋଜନା ଏକ ଉତ୍କୃଷ୍ଟ ଯୋଜନା । ପୋଲାଭରମ ଓ ମହାନଦୀ ପାଇଁ ସରକାରଙ୍କ ଲଢ଼େଇ ଜାରି ରହିବ ।


– ଓଡିଶା ଦେଶର ଏକମାତ୍ର ରାଜ୍ୟ, ଯେଉଁଠି ବିଗତ ଏକ ଦଶନ୍ଧି ମଧ୍ୟରେ କୃଷକଙ୍କ ଆୟ ପ୍ରକୃତ ପକ୍ଷେ ଦ୍ବିଗୁଣିତ ହୋଇପାରିଛି ଓଡିଶା ସର୍ବାଧିକ ଶିଶୁ ମୃତ୍ୟୁହାର ହ୍ରାସ କରାଇପାରିଛି, ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଜାତୀୟ ହାର ତୁଳନାରେ ମଧ୍ୟ କମ


– ଅବହେଳିତ ଛାତ୍ରଛାତ୍ରୀଙ୍କ ପାଇଁ ଗୋପବନ୍ଧୁ ସହାୟତା ଯୋଜନା । ଆଦିବାଦୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଋଷି ଶୁକ୍ଲା

ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଋଷି ଶୁକ୍ଲା

Read More...

ପାଞ୍ଚ ଦିନରେ ପହଞ୍ଚିଲା ଆନ୍ନା ହଜାରେଙ୍କ ଅନସନ

ପାଞ୍ଚ ଦିନରେ ପହଞ୍ଚିଲା ଆନ୍ନା ହଜାରେଙ୍କ ଅନସନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: